ETV Bharat / state

କୋଷାଗୁମୁଡ଼ା ଘଟଣା; ମୃତ ନାବାଳିକା ପରିବାରକୁ ଭେଟିଲା ନବରଙ୍ଗପୁର ଓକିଲ ସଂଘ - କୋଷାଗୁମୁଡ଼ା ଘଟଣା

ବହୁଚର୍ଚ୍ଚିତ କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୃତ ପୀଡିତା ପରିବାରକୁ ଭେଟିଲା ନବରଙ୍ଗପୁର ଓକିଲ ସଂଘ । ପୂର୍ବରୁ ସଂଘ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

Nabrangpur bar association meet dead rape victim family
କୋଷାଗୁମୁଡ଼ା ଘଟଣା; ମୃତ ପୀଡିତାଙ୍କ ପରିବାରକୁ ଭେଟିଲେ ନବରଙ୍ଗପୁର ଓକିଲ ସଂଘ
author img

By

Published : Dec 29, 2019, 5:41 PM IST

Updated : Dec 29, 2019, 11:36 PM IST

ନବରଙ୍ଗପୁର: ବହୁଚର୍ଚ୍ଚିତ କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତାତିଛନ୍ତି ଓକିଲ । ମୃତ ପୀଡିତା ପରିବାରଙ୍କୁ ଭେଟିଛି ନବରଙ୍ଗପୁର ଓକିଲ ସଂଘର ସଦସ୍ୟ । ସଂଘର ସଭାପତି ନରସିଂହ ତ୍ରିପାଠୀଙ୍କ ନେତୃତ୍ବରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ଗୁମଣ୍ଡଳୀ ଗାଁ ଗସ୍ତ କରିଥିଲେ । ମୃତ ନାବାଳିକାଙ୍କ ବାପା, ମା' ଓ ଅନ୍ୟ ପାରିବାରିକ ସଦସ୍ୟଙ୍କ ସହିତ ଘଟଣା ବାବଦରେ ସବିଶେଷ ଆଲୋଚନା କରିଥିଲେ ।

କୋଷାଗୁମୁଡ଼ା ଘଟଣା; ମୃତ ପୀଡିତାଙ୍କ ପରିବାରକୁ ଭେଟିଲେ ନବରଙ୍ଗପୁର ଓକିଲ ସଂଘ

ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓକିଲ ସଂଘ ଶେଷ ପର୍ଯ୍ୟନ୍ତ ନିଜ ଲଢେଇ ଜାରି ରଖିବା ସହ ପରିବାର ସଦସ୍ୟଙ୍କ ସମର୍ଥନରେ ସର୍ବଦା ଛିଡା ହେବେ ବୋଲି ଆଶ୍ବସନା ଦେଇଥିଲେ । ପୂର୍ବରୁ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି କି ନାହିଁ ସେ ନେଇ କୌଣସି ତଥ୍ୟ ଦେଉନଥିବାବେଳେ ନବରଙ୍ଗପୁର ଓକିଲ ସଂଘ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସପକ୍ଷରେ କେସ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ କେସ ନଲଢ଼ିବା ପାଇଁ ଜିଲ୍ଲା ଓକିଲ ସଂଘ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ଆଙ୍କର- ନବରଙ୍ଗପୁର ଜିଲ୍ଲାର ବହୁ ଚର୍ଚିତ କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁର ଗତ ୧୪ ତାରିଖ ଦିନ ଜଣେ ନାବାଳିକା କୁ ଗଣ ଧର୍ଷଣ ଓ ହତ୍ୟା ଅଭିଯୋଗ ଘଟଣାରେ ମୃତ ପିଡିତା ଙ୍କ ପରିବାର କୁ ଭେଟିଲେ ନବରଙ୍ଗପୁର ଓକିଲ ସଂଘ ର ସଦସ୍ୟ । ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଓକିଲ ସଂଘ ର ଏକ ପ୍ରତିନିଧି ଦଳ ଗୁମଣ୍ଡଳୀ ଗ୍ରାମକୁ ଯାଇ ମୃତ ନାବାଳିକା ଙ୍କ ବାପା, ମା ଓ ଅନ୍ୟ ପାରିବାରିକ ସଦସ୍ୟ ଙ୍କ ସହିତ ଘଟଣା ବାବଦରେ ସବିଶେଷ ଆଲୋଚନା କରିବା ସହିତ । ମୃତ ପିଡିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓକିଲ ସଂଘ ଶେଷ ପର୍ଯ୍ୟନ୍ତ ନିଜ ଲଢେଇ ଜାରି ରଖିବ ଓ ପରିବାର ସଦସ୍ୟ ଙ୍କ ସମର୍ଥନ ରେ ସର୍ବଦା ଛିଡା ହେବ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ । ଏଥି ପୂର୍ବରୁ ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ କାହାକୁ ଗିରଫ କରିଛି କି ନାହିଁ କିଛି ତଥ୍ୟ ଦେଉନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ବଡ଼ ନିଷ୍ପତ୍ତି ନେଇଥିଲା ।ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ସପକ୍ଷରେ କୌଣସି ଓକିଲ କେସ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ କେସ ନଲଢ଼ିବା ପାଇଁ ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ।Body:Tapan Kumar Bissoyi Conclusion:NABARANGPUR
Last Updated : Dec 29, 2019, 11:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.