ETV Bharat / state

ଗରିବଙ୍କୁ କମ୍ବଳ ବାଣ୍ଟି ନବବର୍ଷ ପାଳିଲେ ଏସପି - ଗରିବଙ୍କୁ କମ୍ବଳ ବାଣ୍ଟିଲେ ନବରଙ୍ଗପୁର ଏସପି

ନବରଙ୍ଗପୁର ଏସପି ନିତିନ କୁସଲକର ନିଆରା ଢଙ୍ଗରେ ନବବର୍ଷ ପାଳିଳେ । ଗରିବଙ୍କୁ କମ୍ବଳ ବାଣ୍ଟି ପ୍ରଂସଶାର ପାତ୍ର ସାଜିଛନ୍ତି ଏସପି ।

ଗରିବଙ୍କୁ କମ୍ବଳ ବାଣ୍ଟି ଏସପିଙ୍କ ନିଆରା ଢଙ୍ଗରେ ନବବର୍ଷ ପାଳନ
ଗରିବଙ୍କୁ କମ୍ବଳ ବାଣ୍ଟି ଏସପିଙ୍କ ନିଆରା ଢଙ୍ଗରେ ନବବର୍ଷ ପାଳନ
author img

By

Published : Jan 1, 2020, 4:50 PM IST

ନବରଙ୍ଗପୁର: ଗରିବଙ୍କ ସେବା ହିଁ ପ୍ରକୃତ ମାନବ ସେବା । ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାହା ହିଁ ଭଗବାନଙ୍କୁ ପ୍ରକୃତ ଉପହାର ଦେବା ସହ ସମାନ । ଏ କଥାକୁ ନିଜ କାର୍ଯ୍ୟ ମାଧ୍ୟମରେ କରି ଦେଖାଇଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲକର ।

ଗରିବଙ୍କୁ କମ୍ବଳ ବାଣ୍ଟି ଏସପିଙ୍କ ନିଆରା ଢଙ୍ଗରେ ନବବର୍ଷ ପାଳନ

ନୂତନ ବର୍ଷକୁ ଆନନ୍ଦ ଉଲ୍ଲାସରେ ପାଳିବା ପାଇଁ କିଏ କେଉଁ ପନ୍ଥା ଆପଣାଇଥାନ୍ତି । ହେଲେ ନବରଙ୍ଗପୁର ଏସପି ନିତିନ କୁସଲକର ଆଜି ନିଆରା ଢଙ୍ଗରେ ନୁଆବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି । କମ୍ବଳ ବୋହି ମନ୍ଦିରକୁ ମନ୍ଦିର ଏବଂ ବିଭିନ୍ନ ଗରିବଙ୍କ ଘରେ ପହଞ୍ଚି ଏସପି କମ୍ବଳ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଏସପିଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଗତ ଦଶହରା ପୂଜା ସମୟରେ ମାଆ ଦୁର୍ଗାଙ୍କ ପୂଜା ମଣ୍ଡପରେ କୁମାରୀ କନ୍ୟାଙ୍କୁ ପୂଜା କରି ମାତୃଶକ୍ତି ହିଁ ସକଳ ଶକ୍ତିର ଆଧାର ବାର୍ତ୍ତା ଦେଇ ଚର୍ଚ୍ଚା ସାଉଁଟି ଥିବା ବେଳେ ଆଜି ନବବର୍ଷରେ ଗରିବଙ୍କୁ କମ୍ବଳ ବାଣ୍ଟି ପୁଣି ସେ ପ୍ରଶଂସା ସାଉଁଟିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ଗରିବ ଙ୍କୁ କମ୍ବଳ ବାଣ୍ଟି ଏସପି ଙ୍କ ନିଆରା ଢଙ୍ଗରେ ନବବର୍ଷ ପାଳନ
ଫର୍ମାଟ - ଏଭିଓ, ୦୧/୦୧/୨୦୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------
Anchor :- ଗରିବ ଙ୍କ ସେବା ହିଁ ପ୍ରକୃତ ମାନବ ସେବା । ସେମାନଙ୍କ ମୁହଁ ରେ ହସ ଫୁଟାଇ ପାରିଲେ ତାହା ହିଁ ଭଗବାନ ଙ୍କୁ ପ୍ରକୃତ ଉପହାର । ଏ କଥାକୁ ନିଜ କାର୍ଯ୍ୟ ମାଧ୍ୟମରେ ସମାଜ କୁ ଏହି ବୃହତ ବାର୍ତ୍ତା ଦେଇଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲକର । ନୂତନ ବର୍ଷ କୁ ଆନନ୍ଦ ଉଲ୍ଲାସ ରେ ପାଳିବା ପାଇଁ କିଏ କେଉଁ ପନ୍ଥା ଆପଣେଇ ଥାନ୍ତି କିନ୍ତୁ ନବରଙ୍ଗପୁର S P ନିତିନ କୁସଲକର ଆଜି ନିଆରା ଢଙ୍ଗରେ ନୁଆବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି, s p ନିଜେ କମ୍ବଳ ବୋହି ମନ୍ଦିର ମଂଦିର ସହ ବିଭିନ୍ନ ଗରିବ ଘରକୁ ଯାଇ ବୁଲି ବୁଲି କମ୍ବଳ ବାଣ୍ଟୁ ଥିବା ଦେଖୀବାକୁ ମିଳିଛି ।ଏସପି ଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଗତ ଦଶହରା ପୂଜା ସମୟରେ ମା ଦୁର୍ଗା ଙ୍କ ପୂଜା ମଣ୍ଡପରେ କୁମାରୀ କନ୍ୟା ଙ୍କୁ ପୂଜା କରି ମାତୃ ଶକ୍ତି ହିଁ ସକଳ ଶକ୍ତିର ଆଧାର ଏହି ବାର୍ତ୍ତା ଦେଇ ଚର୍ଚ୍ଚା ସାଉଁଟି ଥିବା ବେଳେ ଆଜି ନବ ବର୍ଷରେ ଗରିବ ଙ୍କୁ କମ୍ବଳ ବାଣ୍ଟି ପୁଣିପ୍ରଶଂସା ସାଉଁଟି ଛନ୍ତି ।Body:Tapan Kumar Bissoyi Conclusion:NABARANGPUR

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.