ETV Bharat / state

ଶୁକ୍ରବାର ମଧ୍ୟରାତ୍ରିରୁ ଉମରକୋଟ ପୌରାଞ୍ଚଳ ଓ ବ୍ଲକ ସଟଡାଉନ - Nabarangpur DM announces shutdown in Umerkote block

ଶୁକ୍ରବାର ମଧ୍ୟରାତ୍ରିରୁ ଆସନ୍ତା 29 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର। ଅଧିକ ପଢନ୍ତୁ....

ଉମରକୋଟ ପୌରାଞ୍ଚଳ ଓ ବ୍ଲକକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

author img

By

Published : Jun 26, 2020, 9:52 PM IST

ନବରଙ୍ଗପୁର: ଜିଲ୍ଲାର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଉମରକୋଟ ପୌରାଞ୍ଚଳ ଓ ବ୍ଲକ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ଶୁକ୍ରବାର ମଧ୍ୟରାତ୍ରିରୁ ଆସନ୍ତା 29 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ।

ଉମରକୋଟ ପୌରାଞ୍ଚଳ ଓ ବ୍ଲକକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
ଉମରକୋଟ ପୌରାଞ୍ଚଳ ଓ ବ୍ଲକକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

ଉମରକୋଟ ଅଞ୍ଚଳରୁ ଅନେକ କୋରୋନା ସଂକ୍ରମିତ ଚିହ୍ନଟ ହେବା ସହ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟବହାର ନିୟମକୁ ଅଣଦେଖା କରାଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଫୋନ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଆସନ୍ତା 72 ଘଣ୍ଟା ମଧ୍ୟରେ ଜରୁରୀକାଳିନ ସେବା ଗୁଡିକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ଏକ ବିଜ୍ଞପ୍ତି ଜିଲ୍ଲା ପ୍ରଶାସନ ଜାରି କରିବା ପରେ ଉମରକୋଟ ପୌରପାଳିକା ପକ୍ଷରୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.