ETV Bharat / state

ମୋଟର ସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ୍‌

ନବରଙ୍ଗପୁର ଏସ୍‌ବିଆଇ ଏଟିଏମ୍ ନିକଟରେ ଗୋଟିଏ ମୋଟର ସାଇକେଲ ଡିକିରୁ ଲୁଟ୍ ହୋଇଛି କୋଡିଏ ହଜାର ଟଙ୍କା ।

author img

By

Published : Aug 2, 2019, 4:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦିନଦ୍ବିପହରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟ୍ । ସହରର ଏସ୍‌ବିଆଇ ଏଟିଏମ୍ ନିକଟରେ ଗୋଟିଏ ମୋଟର ସାଇକେଲ ଡିକିରୁ ଲୁଟ୍ ହୋଇଛି କୋଡିଏ ହଜାର ଟଙ୍କା । ତେବେ ଲୁଟ୍‌ର ଶୀକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଳକର ଶିରିସୀ ଗ୍ରାମର ଗିରିଧାରୀ ମାଳି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଗିରିଧାରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବାକୁ ଯାଇଥିଲେ। ସହର ମଧ୍ୟରେ ଗୋଟିଏ ଦୋକାନ ଆଗରେ ଗାଡି ରଖି କିଛି ଜିନିଷ କିଣିବାକୁ ଯାଇଥିବା ସମୟରେ ତାଙ୍କ ସହ ଘଟିଥିଲା ଏହି ଅଘଟଣ । ଦୋକାନରୁ ଜିନିଷ କିଣି ଆସିବା ପରେ ସେ ଗାଡି ଡିକି ଖୁଲୋ ଥିବାର ଦେଖିଥିଲେ । ଏହାପରେ ସେ ନବରଙ୍ଗପୁର ଥାନାରେ ଏକ ଏତଲା ଦେଇଥିଲେ ।

ତେବେ ଏପରି ଏକ ଘଟଣା ନବରଙ୍ଗପୁର ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏହାକୁ ନେଇ ତଦନ୍ତ ଜାରି କରିଛି ପୋଲିସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Slug - jagar preparation@ paramahansnatha temple,rep - Narayan,ctc,avb,02.03.19

ଆଂଙ୍କର - ଦିନକ ପରେ ଜାଗର।ଏହି ଉତ୍ସବ କୁ ପାଳନ କରିବାକୁ ସମସ୍ତ ଶୈବପୀଠ ରେ ପ୍ରସ୍ତୁତ ବି ଶେଷ ପର୍ଯ୍ୟାୟରେ ।କଟକ ର ମହାନଦୀ ପ୍ରାଙ୍ଗଣରେ ଥିବା ସର୍ବ ପୁରାତନ ଶୈବ ପୀଠ  ପରମହଂସ ନାଥ ମନ୍ଦିରରେ, ଜାଗର ପାଈଁ ପ୍ରସ୍ତୁତ ପ୍ରାୟ ଶେଷ ହୋଇଛି।ପ୍ରତ୍ୟକ ବର୍ଷ ଜାଗର ରେ ଏହିଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥାଏ।ଚଳିତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କର ସମାବେଶ ହେବାର ସମ୍ଭାବନା ରହିଛି।ତେବେ ଏହି ପୁରାତନ ଶୈବପୀଠ ର ଅନେକ ଅଲୌକିକ ରହିଛି।ବିଶ୍ୱାସ ରହିଛି ,ଏଠାରେ ଯାହା ମନସ୍କାମନା କରାଯାଏ, ତାହା ପୂରଣ ହୋଇଥାଏ।ଏଭଳି ବିଶ୍ୱାସ ରଖି ଭକ୍ତମାନେ ଏଠାରେ ଜାଗର କରିଥାନ୍ତି।ଗତ କାଲି ଭୋର ୩ ଟାରୁ ମନ୍ଦିରର ପହଡ଼ ଫିଟାଯିବ।ଭୋର ୪ ଟାରେ ସ୍ନାନ ମାର୍ଜନା କରାଯିବ।ସକାଳ ୫ ଟା ୪୫ ରେ ନିତିକାନ୍ତ ଆରମ୍ଭ ହେବ।ସକାଳ ୭ ଟା ୩୫ ରେ ସର୍ବ ସାଧାରଣ ଙ୍କ ଦର୍ଶନ  ପାଈଁ ଛଡାଯିବ।ରାତି ୧୨ ଟାରେ ପହଡ଼ ପକାଯିବ। ହରିହର ଭେଟ ପୂଜା ସରିବାପରେ ଭୋର ୪ ଟା ୪୫ ରେ ମହାଦୀପ ଉଠିବ।ତେବେ ଲକ୍ଷାଧିକ ଭକ୍ତ ଙ୍କର ସମାବେଶ ପାଈଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଶାନ୍ତି ଦର୍ଶନ ପାଈଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବାବେଳେ,୬୦ ରୁ ୭୦ ଜଣ  ସ୍ୱେଚ୍ଛାସେବୀ ,ଭଲ୍ୟୁଣ୍ଟିଅର, ୫ ପ୍ଲାଟୁନ ପୋଲିସ ନିୟୋଜିତ କରାଯିବ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ର ସଭାପତି ସୂଚନା ଦେଇଛନ୍ତି।

ବାଇଟ - ଶ୍ରାଢ଼ାଳୁ।
ବାଇଟ - ଶ୍ରଦ୍ଧାଳୁ।
ବାଇଟ - ତ୍ରିଲୋଚନ ପଣ୍ଡା,ପୂଜକ।
ବାଇଟ - ଲକ୍ଷ୍ମୀଧର ରାଉତ,ସଭାପତି,ମନ୍ଦିର ପରିଚାଳନା କମିଟି।

Visuals byte through MOJO...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.