ETV Bharat / state

ଆଦିବାସୀ ମହିଳାଙ୍କ ଠୁ ଲୁଟିନେଲେ 6 ଲକ୍ଷ !

ଜଟାବାଲ ପଞ୍ଚାୟତ ସମିତି ସଭ୍ୟ ସାଇବ ହରିଜନ ନାମକ ବ୍ୟକ୍ତି ଆଦିବାସୀ ମହିଳାଙ୍କ ସରଳତାର ଫାଇଦା ଉଠାଇଥିଲେ । ଅଭିଯୁକ୍ତ ପ୍ରାୟ 6 ଲକ୍ଷ 20 ହଜାର 9 ଶହ ଟଙ୍କା ଠକେଇ କରିଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି ।

ଆଦିବାସୀ ମହିଳାଙ୍କଠାରୁ ଠକେଇ ଅଭିଯୋଗ
author img

By

Published : Aug 20, 2019, 5:39 PM IST

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସରାଗୁଡା ଗ୍ରାମର 18 ଜଣ ମହିଳାଙ୍କଠାରୁ ଠକେଇ ଅଭିଯୋଗ । ଅଭିଯୁକ୍ତ ପ୍ରାୟ 6 ଲକ୍ଷ 20 ହଜାର 9 ଶହ ଟଙ୍କା ଠକେଇ କରିଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି ।

ଆଦିବାସୀ ମହିଳାଙ୍କଠାରୁ ଠକେଇ ଅଭିଯୋଗ

ତେବେ ମହିଳାଙ୍କ କହିବାନୁଯାୟୀ, ବର୍ତ୍ତମାନର ଜଟାବାଲ ପଞ୍ଚାୟତ ସମିତି ସଭ୍ୟ ସାଇବ ହରିଜନ ନାମକ ବ୍ୟକ୍ତି ଆଦିବାସୀ ମହିଳାଙ୍କ ସରଳତାର ଫାଇଦା ଉଠାଇଥିଲେ । କିଛି ଦିନ ତଳେ ଗ୍ରାମଶକ୍ତି ଓ ଫୂଜନ୍ ନାମକ ଏକ ଘରୋଇ କମ୍ପାନୀ ଜରିଆରେ ନବରଙ୍ଗପୁର ସହର ସ୍ଥିତ ଏକ୍ସିସ୍‌ ବ୍ୟାଙ୍କ(Axis bank)ରୁ ସେମାନଙ୍କ ଦ୍ଵାରା ଟଙ୍କା ଉଠାଇ ସେମାନଙ୍କୁ ମାତ୍ର 2 ହଜାର ଟଙ୍କା ଦେଇଥିଲେ । ପରେ ଗ୍ରୁପ୍‌ରୁ ଉଠେଇ ଥିଵା ଋଣ ଟଙ୍କାକୁ ସୁଝିଵା ନେଇ ମିଥ୍ୟା ପ୍ରଲୋଭନ ଦେଖାଇ ସମୁଦାୟ ଟଙ୍କାକୁ ହଡପ କରି ଅଭିଯୁକ୍ତ ଫେରାର୍ ହେଇଯାଇଥିଲେ ।

ଏହି ଘଟଣା ନେଇ ଇଟିଭି ଭାରତ ପ୍ରତିନିଧି ପାପଡାହାଣ୍ଡି ଏସ୍‌ଡିପିଓ(SDPO) ବି.କେ ନାୟକଙ୍କୁ ଯୋଗାଯୋଗ କରିଥିଲେ । ମାତ୍ର ଏନେଇ ସେ କୌଣସି ପ୍ରତିକ୍ରିୟା ଦେବାପାଇଁ ସିଧାସଳଖ ମନା କରିଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ ଇଟିଭି ଭାରତ

Intro:ସ୍ଲୋଗ:- ଠକେଇ ଅଭିଯୋଗ
ଫୋର୍ମାଟ୍:-ଏଭିଓ,୨୦/୦୮/୧୯
ରିପୋର୍ଟ:-ତପନ ବିଷୋୟୀ,ନବରଙ୍ଗପୁର।
-------------------------------------------------
ଆଙ୍କର :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସରାଗୁଡା ଗ୍ରାମର ୧୮ ଜଣ ମହିଳା ଙ୍କ ପ୍ରାୟ ୬ ଲକ୍ଷ ୨୦ ହଜାର ୯ ସହ ଟଙ୍କା ର ଠୋକେଇ ଅଭିଯୋଗ ନେଇ ଅଭିଯୁକ୍ତ ନାଁରେ ଏତଲା ଦେଲେ ପାପଡାହାଣ୍ଡି ଥାନାରେ । ମହିଳା ମାନଙ୍କ କହିବାନୁଯାୟୀ ବର୍ତ୍ତମାନ ର ଜଟାବାଲ ପଞ୍ଚାୟତ ସମିତି ସଭ୍ୟ ସାଇବ ହରିଜନ ନାମକ ଏକ ବ୍ୟକ୍ତି ଆଦିବାସୀ ମହିଳା ମାନଙ୍କ ସରଳତାର ଫାଇଦା ଉଠାଇ କିଛି ଦିନ ତଳେ ଗ୍ରାମଶକ୍ତି ଓ ଫୂଜନ୍ ନାମକ ଏକ ଘରୋଇ କମ୍ପାନୀ ଜରିଆରେ ନବରଙ୍ଗପୁର ସହର ସ୍ଥିତ Axis bank ରୁ ସେମାନଙ୍କ ଦ୍ଵାରା ଟଙ୍କା ଉଠାଇ ସେମାନଙ୍କୁ ମାତ୍ର ୨ ହଜାର ଟଙ୍କା ଦେଇ , ଗ୍ରୃପ୍ ରୁ ଉଠେଇ ଥିଵା ରୁଣ ଟଙ୍କା କୁ ସୁଝିଵା ଭଳି ମିଥ୍ୟା ପ୍ରଲୋଭନ ଦେଖାଇ ସମୁଦାୟ ଟଙ୍କା କୁ ହଡ଼ପ କରି ଅଭିଯୁକ୍ତ ଫେରାର୍ ହେଇଯାଇଥିବା କହିଛନ୍ତି ସରାଗୁଡା ମହିଳା ମାନେ । ଏହି ବିଷୟ ନେଇ ଆମେ ପାପଡାହାଣ୍ଡି SDPO ବି କେ ନାୟକ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବାପାଇଁ ସିଧାସଳଖ ମନା କରିଦେଇଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.