ETV Bharat / state

ରାଜ ରାସ୍ତାରେ ମାଓ ପୋଷ୍ଟର୍, ଚେତାବନୀ ଦେଲା ଲାଲବାହିନୀ - ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ

ରାଜ ରାସ୍ତାରେ ମାଓ ପୋଷ୍ଟର୍ । ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ମୁଖ୍ୟ ରାସ୍ତାରେ ମାଓପୋଷ୍ଟର । କିଛି ଦିନର ବ୍ୟବଧାନରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ । ଅଧିକ ପଢନ୍ତୁ

ରାଜ ରାସ୍ତାରେ  ମାଓ ପୋଷ୍ଟର୍ , ଚେତାବନୀ ଦେଲା ଲାଲବାହିନୀ

author img

By

Published : Dec 13, 2022, 7:34 PM IST

ରାଜ ରାସ୍ତାରେ ମାଓ ପୋଷ୍ଟର୍ , ଚେତାବନୀ ଦେଲା ଲାଲବାହିନୀ

ନବରଙ୍ଗପୁର : ରାଜ ରାସ୍ତାରେ ମାଓ ପୋଷ୍ଟର୍ । କିଛି ଦିନର ବ୍ୟବଧାନ ପରେ ପୁଣି ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ । ଜଙ୍ଗଲ କାଟିବା ବିରୋଧ କରି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ମୁଖ୍ୟ ରାସ୍ତାରେ ଲିପଲେଟ ଫିଙ୍ଗିବା ସହ ଲଗାଯାଇଛି ପୋଷ୍ଟର ।

ମାଓ ବ୍ୟାନର ଯୋଡିଙ୍ଗା କନ୍ୟାଶ୍ରମ ଯିବା ଛକ ନିକଟରେ ଟଙ୍ଗା ହୋଇଥିବା ସହ ଲିଫଲେଟ ଫିଙ୍ଗା ହୋଇଥିଲା । ଏଠାରେ ଉଲ୍ଲେଖ ହୋଇଛି ଯେ ଜଙ୍ଗଲ କାଟିବା ବନ୍ଦ କର, 2005 ମସିହା ପରେ ଯେତେ ବି ଜଙ୍ଗଲ କଟା ହୋଇଛି ସବକୁ ଛାଡ l ପ୍ରଶାସନକୁ ସୂଚନା ଦେବା ଓ ପୁରସ୍କାର ପାଇବା ନିତି ନିୟମ ବନ୍ଦ କର l ନଚେତ ଦୃଢ କାର୍ଯାନୁଷ୍ଠାନ ନିଆ ହେବ ଏବଂ ମୃତ୍ୟୁ ଦଣ୍ଡ ଦିଆଯିବ l ପ୍ରକାଶଥାଉ କି ଏହା ସୀତାନନ୍ଦୀ ଏରିଆ କମିଟି ତରଫରୁ ଲଗା ହୋଇଛି l ଅନ୍ୟପଟେ ରାଇଘର ପୋଲିସ ଏହାର ଖବର ପାଇ ବ୍ୟାନର ଓ ଲିଫଲେଟ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.