ETV Bharat / state

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ରବିବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମିରକାନଗୁଡାର ଗଣେଶ ହରିଜନ ନାମକ (୨୭) ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।

author img

By

Published : Sep 1, 2019, 6:14 PM IST

Updated : Sep 2, 2019, 12:36 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପୋଖରୀରେ ବୁଡି ଯୁବକ ମୃତ୍ୟୁ । ରବିବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମିରକାନଗୁଡାର ଗଣେଶ ହରିଜନ ନାମକ (୨୭) ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଗଣେଶ ମୁଖ୍ୟ ମେଡିକାଲ ଆଗରେ ଏକ ପରିବା ଦୋକାନ କରିବା ସହ ଅଧାର କେନ୍ଦ୍ରରେ କାମ କରୁଥିଲେ। ତେବେ ରବିବାର ଗଣେଶ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡରେ ପଙ୍କ ଲାଗିଯାଇ ସେ ପୋଖରୀରେ ବୁଡି ଯାଇଥିଲେ । ଏହାଦେଖି କିଛି ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

ମାତ୍ର ସେମାନେ ଅସଫଳ ହେବାରୁ ଅଗ୍ନିଶମ କର୍ମଚାରୀ ଆସି ତାଙ୍କୁ ଉଦ୍ଧାର କରିଥିଲା । ଏହାପରେ ତାଙ୍କୁ ନବରରଙ୍ଗପୁର ମୁଖ୍ୟ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଷ୍ଟେସନ ବଜାରରେ ଥିବା ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି ଅଭିଯୋଗ। ସୋର ଷ୍ଟେସନ ଛକରେ ଥିବା ଦିୟା ଲୁଗା ଦୋକାନର ସ୍କାଏ ଲାଇଟ ଭାଙ୍ଗି ଟଙ୍କା ଓ ଲୁଗା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ 1ଲକ୍ଷ 50 ହଜାର ନଗଦ ଟଙ୍କା ଓ ପାଖାପାଖି 2ଲକ୍ଷ 50 ହଜାର ଟଙ୍କାର ଲୁଗାପଟା ଚୋରି କରିନେଇଥିବା ଜଣାପଡିଛି। ଚୋରମାନଙ୍କ କାରନାମା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ସେମାନଙ୍କ ମୁହଁ ଚିହ୍ନିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ସିସିଟିଭି ଲାଗିଥିବା ଯୋଗୁଁ ଚୋରମାନେ ଶାଢ଼ୀ ଘୋଡେଇ ହୋଇ ଚୋରି କରିଥିବା ଦେଖିବାକୁ ମିଳିଛି। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Conclusion:
Last Updated : Sep 2, 2019, 12:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.