ETV Bharat / state

ଶିଶୁଗୃହର ଶିଶୁ ମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର

ନବରଙ୍ଗପୁରରେ ଶିଶୁ ମାନଙ୍କୁ ନିଯୁକ୍ତି ଭିତ୍ତିକ, ବୈଷୟିକ ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଛି । ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ବିଭିନ୍ନ କଲେଜ ଶିକ୍ଷାନୁଷ୍ଠାନର ଅଧିକାରୀ ଉପସ୍ଥିତ ରହିଥିଲେ ।

author img

By

Published : Jun 25, 2019, 7:38 PM IST

Updated : Jun 25, 2019, 7:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାର ୯ଟି ଶିଶୁ ଗୃହର ଶିଶୁ , ଯେଉଁମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ବୈଷୟିକ ତାଲିମ ଶିକ୍ଷା ଜନିତ ଏକ ଦିବସୀୟ କର୍ମଶାଳା ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଆୟୋଜିତ ହୋଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଯୋଗଦେଇ ଶିଶୁ ମାନେ ଭଲ ପାଠପଢି ସମାଜରେ କିପରି ଜଣେ ଭଲ ମଣିଷ ହୋଇ ଜୀବନ ଗଡ଼ିବେ ଏ ବିଷୟରେ ଉପସ୍ଥିତ ଶିଶୁ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିଶୁ ମାନଙ୍କୁ ନିଯୁକ୍ତି ଭିତ୍ତିକ, ବୈଷୟିକ ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ବିଭିନ୍ନ ସରକାରୀ ଆଇଟିଆଇ ଓ ସରକାରୀ ପଲିଟେକନିକ କଲେଜ ଶିକ୍ଷାନୁଷ୍ଠାନ ମାନଙ୍କରୁ ବହୁ ପ୍ରିନ୍ସିପାଲ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦେଇଥିଲେ।

ନବପଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ:-ଶିଶୁ ଗୃହର ଶିଶୁ ମାନଙ୍କ ନିଯୁକ୍ତି ଭିତ୍ତିକ,ଦକ୍ଷତା ତାଲିମ ଶିବିର ଆୟୋଜିତ।
ଫର୍ମାଟ:-ଏଭିଓ, ୨୫/୦୬/୧୯
ରିପୋର୍ଟ:-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------
ଆଙ୍କର-ନବରଙ୍ଗପୁର ଜିଲ୍ଲାର ୯ଟି ଶିଶୁ ଗୃହର ଶିଶୁ, ଯେଉଁମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ବୈଷୟିକ ତାଲିମ ଶିକ୍ଷା ଜନିତ ଏକ ଦିବସିୟ କର୍ମଶାଳା ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗଦେଇ ଶିଶୁ ମାନେ ଭଲ ପାଠପଢି ସମାଜରେ କିପରି ଜଣେ ଭଲ ମଣିଷ ହୋଇ ଜୀବନ ଗଡ଼ିବେ ଏ ବିଷୟରେ ଉପସ୍ଥିତ ଶିଶୁ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା ଶିଶୁ ମାନଙ୍କୁ ନିଯୁକ୍ତି ଭିତ୍ତିକ, ବୈଷୟିକ ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ବିଭିନ୍ନ ସରକାରୀ I T I ଓ ସରକାରୀ ପୋଲି ଟେକନିକ କଲେଜ ଶିକ୍ଷାନୁଷ୍ଠାନ ମାନଙ୍କରୁ ବହୁ ପ୍ରିନ୍ସପାଲ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦେଇଥିଲେ।Body:Tapan Kumar Bissoyi Conclusion:NABARANGPUR
Last Updated : Jun 25, 2019, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.