ETV Bharat / state

ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର - collector

ଜନଜାତି ସୁରକ୍ଷାମଞ୍ଚ ଓ ଜଗନ୍ନାଥ ସଉରା ସମାଜ ତଥା ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଡାବୁଗାଁ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ । ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ଓ ସେମାନଙ୍କୁ ଏହି ପ୍ରମାଣ ପତ୍ର ଯୋଗାଇବାରେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 24, 2019, 12:43 PM IST

Updated : Jun 24, 2019, 3:11 PM IST

ନବରଙ୍ଗପୁର: ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ଏଥି ସମେତ ଜିଲ୍ଲାର ଜଗନ୍ନାଥ ସଉରା ସମାଜ ତଥା ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଡାବୁଗାଁ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ଓ ସେମାନଙ୍କୁ ଏହି ପ୍ରମାଣ ପତ୍ର ଯୋଗାଇବାରେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

suraksha-manch
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦାବିପତ୍ରରେ ଡାବୁଗାଁ ବ୍ଲକର କେତେଜଣ ଶିକ୍ଷକ ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଉଲ୍ଲେଖ ଅଛି । ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ସେମାନେ ଭତରା କିମ୍ବା ସଉରା ସମ୍ପ୍ରଦାୟର ହୋଇନଥିବାବେଳେ କିପରି ଜାତିଗତ ପ୍ରମାଣ ପତ୍ର ପାଇଛନ୍ତି, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହାର ଏକ ନକଲ ନବରଙ୍ଗପୁର ଜିଲ୍ଲାପାଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ବ୍ରହ୍ମପୁରକୁ ପ୍ରେରଣ କରାଯାଇଛି ବୋଲି ଜନଜାତି ସୁରକ୍ଷାମଞ୍ଚ କର୍ମକର୍ତ୍ତା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହାର ଉପଯୁକ୍ତ ତଦନ୍ତ କରି ରାଜସ୍ବ ବିଭାଗ ପକ୍ଷରୁ ଜାଲ ଜାତିଗତ ପ୍ରମାଣ ପତ୍ର ପାଇଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ।
ଫର୍ମାଟ-ଏଭିଓ, ୨୪/୦୬/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------
ଆଙ୍କର-ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ଓ ଜିଲ୍ଲା ଜଗନ୍ନାଥ ସଉରା ସମାଜ ତଥା ଡାବୁଗାଁ ବ୍ଲକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଦୁଇଟି ଦାବିପତ୍ର ଡାବୁଗାଁ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ ଙ୍କୁ ପ୍ରଦାନ କରାଯାଇଛି।ଉକ୍ତ ଦାବିପତ୍ରରେ ଡାବୁଗାଁ ବ୍ଲକର କେତେଜଣ ଶିକ୍ଷକ ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଉଲ୍ଲେଖ ଅଛି।ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରୀ ସୁବିଧା ପାଉଥିବା ଲୋକ ସେମାନେ ଭତରା କିମ୍ବା ସଉରା ସମ୍ପ୍ରଦାୟର ହୋଇନଥିବା ବେଳେ କିପରି ଜାତିଗତ ପ୍ରମାଣ ପତ୍ର ପାଇଥିବା ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି।ଏହାର ଏକାକିତା ନକଲ ନବରଙ୍ଗପୁର ଜିଲ୍ଲାପାଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ବ୍ରହ୍ମପୁର କୁ ପ୍ରେରଣ କରାଯାଇଛି ବୋଲି ଜନଜାତି ସୁରକ୍ଷାମଞ୍ଚ କର୍ମକର୍ତ୍ତା ମାନେ କହିଛନ୍ତି।ଏହାର ଉପଯୁକ୍ତ ତଦନ୍ତ କରି ରାଜସ୍ବ ବିଭାଗ ପକ୍ଷରୁ ଜାଲ ଜାତିଗତ ପ୍ରମାଣ ପତ୍ର ପାଇଥିବା ଲୋକଙ୍କ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଦାବି କରିଛନ୍ତି।Body:Tapan Kumar Bissoyi Conclusion:NABARANGPUR
Last Updated : Jun 24, 2019, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.