ETV Bharat / state

କୋରୋନା କଟକଣା ମଧ୍ୟରେ ନବରଙ୍ଗପୁରରେ ପାଳନ ହେଲା ସାବିତ୍ରୀ ବ୍ରତ - In Nabarangpur district

କୋରୋନା ପ୍ରକୋପ ମଧ୍ୟରେ ସାବିତ୍ରୀ ବ୍ରତ ପାଳନ । ଦେଶରେ ଲକଡାଉନ ୪ କଟକଣା ମଧ୍ୟରେ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଓ ପୌରାଣିକ କଥାକୁ ଆଧାର କରି ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀବ୍ରତ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

In Nabarangpur district, women are celebrating Savitri brata
ନବରଙ୍ଗପୁର ଜିଲ୍ଲାରେ ନାରୀମାନେ ପାଳନ କଲେ ସାବିତ୍ରୀ ବ୍ରତ
author img

By

Published : May 22, 2020, 4:54 PM IST

ନବରଙ୍ଗପୁର: କରୋନା ପ୍ରକୋପ ମଧ୍ୟରେ ସାବିତ୍ରୀ ବ୍ରତ ପାଳନ । ସାରା ବିଶ୍ୱ କରୋନା ଆତଙ୍କରେ ଆତଙ୍କିତ ଥିବାବେଳେ ଭାରତରେ ମଧ୍ୟ ଏହାର ଆତଙ୍କ ଜାରି ରହିଛି । ଦେଶରେ ଲକଡାଉନ ୪ କଟକଣା ମଧ୍ୟରେ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଓ ପୌରାଣିକ କଥାକୁ ଆଧାର କରି ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀବ୍ରତ ପାଳନ କରିଛନ୍ତି ।

In Nabarangpur district, women are celebrating Savitri brata
ନବରଙ୍ଗପୁର ଜିଲ୍ଲାରେ ନାରୀମାନେ ପାଳନ କଲେ ସାବିତ୍ରୀ ବ୍ରତ

ପୌରାଣିକ ମାନ୍ୟତା ଅନୁସାରେ, ଦେଶରେ ଲକଡାଉନ ୪ କଟକଣା ମଧ୍ୟରେ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଓ ପୌରାଣିକ କଥାକୁ ଆଧାର କରି ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନିଜ ସତିତ୍ୱ ବଳରେ ନିଜ ସ୍ୱାମୀ ସତ୍ୟବାନକୁ ଯମ ଦୁଆରରୁ ଫେରାଇ ଆଣିଥିବା ବେଳେ ଏହାକୁ ଆଧାର କରି ହିନ୍ଦୁ ଧର୍ମର ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ନିରୋଗ ପାଇଁ ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନବରଙ୍ଗପୁର ସହରର ରାଜୁ ସାହି ନିବାସୀ ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ବାସଭବନରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାବିତ୍ରୀ ବ୍ରତ ପୂଜା ପାଳନ ହୋଇଯାଇଛି ।

ସହରର ବିଭିନ୍ନ ସ୍ତ୍ରୀ ଲୋକମାନେ ଏହି ପୂଜାରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଲକଡାଉନ କଟକଣା ହେତୁ ସୀମିତ ସଂଖ୍ୟାରେ ସ୍ତ୍ରୀ ଲୋକମାନେ ପୂଜାରେ ସାମିଲ ହୋଇଥିଲେ । ନବରଙ୍ଗପୁର ସହରର ରାଜ ପୁରୋହିତ ନରସିଂହ ତ୍ରିପାଠୀ ଏହି ପୂଜା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.