ETV Bharat / state

‘ଦୁଇ ଦିନ ମଧ୍ୟରେ ଟିକା ନପହଞ୍ଚିଲେ ବନ୍ଦ ହେବ ଟୀକାକରଣ’ - corona news

ଦୁଇ ଦିନ ମଧ୍ୟରେ ଟିକା କେନ୍ଦ୍ରରୁ ନଆସେ ତାହାହେଲେ ଟୀକାକରଣ ବାଧାପ୍ରାପ୍ତ ହେବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା। ଅଧିକ ପଢନ୍ତୁ...

ଦୁଇ ଦିନ ମଧ୍ୟରେ ଟିକା ନପହଞ୍ଚିଲେ ବନ୍ଦ ହେବ ଟୀକାକରଣ

author img

By

Published : Apr 7, 2021, 11:59 AM IST

Updated : Apr 7, 2021, 2:33 PM IST

ଭୁବନେଶ୍ବର: ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଟୀକାକରଣ ଲକ୍ଷ୍ୟ ବାଧାପ୍ରାପ୍ତ। ଯଦି ଦୁଇ ଦିନ ମଧ୍ୟରେ ଟୀକା କେନ୍ଦ୍ରରୁ ନଆସେ ତାହାହେଲେ ଟୀକାକରଣ ବାଧାପ୍ରାପ୍ତ ହେବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା।

ଦୁଇ ଦିନ ଭିତରେ ଟିକା ନଆସିଲେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ବାଧା ପ୍ରାପ୍ତ ହେବ । ରାଜ୍ୟର ଟିକା ଅଭାବ ଯୋଗୁଁ ଜିଲ୍ଲାର 400 ଟି କେନ୍ଦ୍ର ଗତକାଲି ଟିକା ଦିଆଯାଇନାହିଁ ।

‘ଦୁଇ ଦିନ ମଧ୍ୟରେ ଟିକା ନପହଞ୍ଚିଲେ ବନ୍ଦ ହେବ ଟୀକାକରଣ’

ବର୍ତ୍ତମାନ 1103 ଟି ଟିକା କେନ୍ଦ୍ରରେ ଟୀକାକରଣ ଚାଲିଛି । ଟୀକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମେଲ ଓ ଚିଠି କରାଯାଇଛି ମାତ୍ର କୌଣସି ଉତ୍ତର ଆସିନାହିଁ । ଟୀକାର ଅଭାବ ଯୋଗୁଁ ଆମେ ଲକ୍ଷ ଧାର୍ଯ୍ୟ କରି ପାରୁନୁ । 1 ଲକ୍ଷ 85 ହଜାର ଟୀକା କୋଲଡ଼ ଚେନ ପଏଣ୍ଟରେ ରହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Apr 7, 2021, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.