ETV Bharat / state

ବର୍ଷାରେ ବେହାଲ ନବରଙ୍ଗପୁର, ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନେଲା ପ୍ରଶାସନ - heavy rain

ଗତ ତିନି ଧରି ଲାଗି ରହିଥିବା ବର୍ଷା ପ୍ରଭାବରେ ବେହାଲ ହୋଇଛି ନବରଙ୍ଗପୁର ଜିଲ୍ଲା । ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକର ଅନେକ ଗାଁ ବର୍ତ୍ତମାନ ଏକ ପ୍ରକାର ଜଳବନ୍ଦୀ ହୋଇଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 8, 2019, 8:09 PM IST

ନବରଙ୍ଗପୁର: ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ଜିଲ୍ଲା । ବର୍ଷା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି କୋଷାଗୁମୁଡାର ଅନେକ ବ୍ଲକ । ବ୍ଲକର ବିଞ୍ଜିଲି, ଉକିଆପାଲି ଓ ଚିରିମା ପଞ୍ଚାୟତରେ ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଜଳବନ୍ଦୀଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟା ଯାଇଛି । ଏଥିସହ ବର୍ଷାଯୋଗୁଁ ଅଧିକ ପ୍ରଭାବିତ ହୋଇଥିବା ଘାଟବାସୁଲି ଓ ଘଟାଚୁରା ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ --ବନ୍ୟାର ପ୍ରଭାବ ।
ଫର୍ମାଟ - ଏଭିଓ, ୦୮/୦୮/୧୯
ରିପୋର୍ଟ - -ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------
ଆଙ୍କର - ନବରଙ୍ଗପୁରରେ ଗତ ତିନିଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲା ବେହାଲ ହୋଇଯାଇଛି, ଜିଲ୍ଲାର ବନ୍ୟା ପ୍ରଭିବିତ ବ୍ଲକ କୋଷ।ଗୁମୁଡ଼ା ର ବିଞ୍ଜିଲି,ଉକିଆପ।ଲି ଓ ଚିରିମା ପଂଚାୟତର ଏଗାର ଗୋଟି ଗାଁର ଲୋକ ଗତ କିଛିଦିନତଳେ ସାମନା କରିଥିବା ବନ୍ୟାକୁ ନେଇ ସଜାଡିହେବା ପୂର୍ବରୁ ଆଉ ଗୋଟେ ବନ୍ୟାର ସମ୍ମୁଖୀନ ହୋଇଛନ୍ତି ।ଗତ ତିନିଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ଏହି ଗାଁ ଗୁଡିକ ପାଣି ଘେରରେ ରହିଥିବା ଯୋଗୁ ପ୍ରଶାସନ ସେହି ଗାଁକୁ ଯାଇ ରିଲିଫ ବଣ୍ଟନ କରୁଛି । ଅଧିକ ପ୍ରଭାବିତ ହୋଇଥିବା ଘାଟବାସୁଲି ଓ ଘଟାଚୁରା ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ରାନ୍ଧଖାଦ୍ୟ ଯୋଗାଇଦିଆଯାଉଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.