ETV Bharat / state

ନକଲି କେଶ କଳା ରଙ୍ଗ ଜବତ, 2 ଅଟକ - hair colour

ଦିନକୁ ଦିନ ବଢିବାରେ ଲାଗିଛି ରାଜ୍ଯରେ ନକଲି କାରବାର । ନବରଙ୍ଗପୁରରୁ ନକଲି କେଶ କଳା ରଙ୍ଗ ଜବତ। ଅଧିକ ପଢନ୍ତୁ...

duplicate hair color seized in nabarangpur
ନକଲି କେଶ କଳା ରଙ୍ଗ ଜବତ,2 ଅଟକ
author img

By

Published : Feb 6, 2021, 6:18 PM IST

ନବରଙ୍ଗପୁର : ଦିନକୁ ଦିନ ବଢିବାରେ ଲାଗିଛି ରାଜ୍ଯରେ ନକଲି କାରବାର । କେଉଁଠି ନକଲି ଘିଅ କାରଖାନା ଠାବ ହେଉଛି ତ ଆଉ କେଉଁଠି ନକଲି ସସ ଓ ସଫ୍ଟ ଡ୍ରିଙ୍କ କାରଖାନା ଉପରେ ଚଢାଉ କରାଯାଇଛି । ଏବେ ପୁଣି ନବରଙ୍ଗପୁରରେ ନକଲି କେଶ କଳା ରଙ୍ଗ ଜବତ ହୋଇଛି । ପୋଲିସ ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ରଙ୍ଗ ଜବତ କରିଛି ।

ନକଲି କେଶ କଳା ରଙ୍ଗ ଜବତ,2 ଅଟକ

ଏହାସହ ସ୍ଥାନୀୟ ପୁରୁଣା ବ୍ୟାଙ୍କ ରୋଡ଼ସ୍ଥିତ ଅରୁଣ ଫାନ୍ସି ଷ୍ଟୋରର ମାଲିକ ଅରୁଣ ବଂସଲ ଓ କୋଣ୍ଡାଗାଁ ରୋଡ଼ର ମାସା ଅଲ୍ଲାହା ଫାନସି ଷ୍ଟୋରର ମାଲିକ ଶୈଖ ମିଥୁନକୁ ଉମରକୋଟ ପୋଲିସ ଅଟକ ରଖିଛି । ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.