ETV Bharat / state

ନବରଙ୍ଗପୁରରେ କମୁଛି କୋଭିଡ ସଂକ୍ରମଣ, 24 ଘଣ୍ଟାରେ 14 ଚିହ୍ନଟ - ନବରଙ୍ଗପୁରରେ କମୁଛି କୋଭିଡ ସଂକ୍ରମଣ

ଜିଲ୍ଲାରେ ଗତ କିଛିଦିନ ହେଲା କ୍ରମାଗତ ଭାବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ହେବାରେ ଲାଗିଛି । ଅଧିକ ପଢନ୍ତୁ..

ନବରଙ୍ଗପୁରରେ କମୁଛି କୋଭିଡ ସଂକ୍ରମଣ, 24 ଘଣ୍ଟାରେ 14 ଚିହ୍ନଟ

author img

By

Published : Nov 11, 2020, 5:04 PM IST

ନବରଙ୍ଗପୁର: ଜିଲ୍ଲାରେ ଗତ କିଛିଦିନ ହେଲା କ୍ରମାଗତ ଭାବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ହେବାରେ ଲାଗିଛି । ବୁଧବାର ମାତ୍ର 14 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 5,553କୁ ବୃଦ୍ଧି ପାଇଛି।

ନବରଙ୍ଗପୁରରେ କମୁଛି କୋଭିଡ ସଂକ୍ରମଣ, 24 ଘଣ୍ଟାରେ 14 ଚିହ୍ନଟ
ନବରଙ୍ଗପୁରରେ କମୁଛି କୋଭିଡ ସଂକ୍ରମଣ, 24 ଘଣ୍ଟାରେ 14 ଚିହ୍ନଟ

ଆଜି(ବୁଧବାର)ର ଚିହ୍ନଟଙ୍କ ମଧ୍ୟରେ ଉମରକୋଟ ବ୍ଲକରୁ 5 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 4ଜଣ, ଉମରକୋଟ ପୌରାଞ୍ଚଳରୁ 3 ଜଣ ଏବଂ ପାପଡାହାଣ୍ଡି ଓ ରାଇଘର ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 5,553 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5, 303 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 207 ଜଣଙ୍କ ମଧ୍ୟରୁ 158 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.