ETV Bharat / state

ନବରଙ୍ଗପୁରରୁ ପୁଣି 59 କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Oct 5, 2020, 5:42 PM IST

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାରକୁ ଟପିଛି । ସୋମବାର ପୁଣି 59 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରେ ପୁଣି 59 ଜଣ କୋରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାରକୁ ଟପିଛି । ସୋମବାର ପୁଣି 59 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 17 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 11 ଜଣ, ରାଇଘର ବ୍ଲକରୁ 11ଜଣ, ନନ୍ଦାହାଣ୍ଡି ବ୍ଲକରୁ 9 ଜଣ ସର୍ବାଧିକ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାସହ କୋଷାଗୁମୁଡା ବ୍ଲକରୁ 6 ଜଣ, ଉମରକୋଟ ଓ ପାପଡାହାଣ୍ଡି ବ୍ଲକରୁ 2ଜଣ ଲେଖାଏଁ, ଉମରକୋଟ ପୌରାଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4029ରେ ପହଞ୍ଚିଛି। ସେଥିମଧ୍ୟରୁ 3401 ଜଣ ସୁସ୍ଥ ହୋଇଛନ୍ତି ଓ 597 ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ । ସେଥି ମଧ୍ୟରୁ 507ଜଣ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.