ETV Bharat / state

ରାଜ୍ୟ ସରକାରଙ୍କ ୫Tକୁ ବିଜେପିର ଟାର୍ଗେଟ

ରାଜ୍ୟ ସରକାରଙ୍କ ୫T କାର୍ଯ୍ୟକାରିତାକୁ ନେଇ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ୫ ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ ଗଠନକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଟାକ୍ଷ କରିଛନ୍ତି ।

author img

By

Published : Jul 31, 2019, 3:11 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ୫T କାର୍ଯ୍ୟକାରିତାକୁ ନେଇ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ୫ ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ ଗଠନକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଟାକ୍ଷ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଳଭଦ୍ର ଯୋଗ ଦେଇ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସରକାରଙ୍କ ଯୋଜନା ଠିକ ଭାବରେ କାର୍ଯ୍ୟ ହେଉଛି କି ନାହିଁ, ଟ୍ରାନ୍ସଫରେନ୍ସି ଟିମ ୱାର୍କ ମାଧ୍ୟମରେ ଯେଉଁ ନୀତି ଆପଣେଇଛନ୍ତି ତା ହେଲେ ଭିଜିଲାନ୍ସ ବିଭାଗ, କେଉଁ କାମ ଅନୁଧ୍ୟାନ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭିଜିଲାନ୍ସ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ତଦନ୍ତ କରିବାର କ୍ଷମତା ଥିଲା ବେଳେ ଏହାକୁ ଦୁର୍ବଳ କରିବା ପାଇଁ ସରକାର ୫T ଗଠନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ କାଦୁଅ ମାଟି ରାସ୍ତାକୁ ନିଜେ ମୋରମ ପକାଇ ସମତୁଲ କରିବାକୁ ତାତ୍ସଲ୍ୟ କରିଛନ୍ତି ବଳଭଦ୍ର ।

ବିଧାୟକ ମାନେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଧାନସଭାରେ ଅନୁପସ୍ଥିତ ରହି ଏନଆରଇଜିଏସ ରାସ୍ତାରେ କୋଦାଳ ଧରି ମାଟି ତାଡିବା ଓ ଦଳର କର୍ମକର୍ତ୍ତା ଭିଡିଓ କରି ସୋସିଆଲ ମିଡିଆରେ ଶସ୍ତା ରାଜନୀତି ଓ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି |

ଜିଲ୍ଲାରେ ଡାକ୍ତର ଅଭାବ ଥିବା ବେଳେ କେଉଁ ଆଧାରରେ ବର୍ତ୍ତମାନ ସାଂସଦ ମେଡିକାଲ କଲେଜର ସ୍ବପ୍ନ ଦେଖୁଛନ୍ତି ବୋଲି ପୂର୍ବତନ ସାଂସଦ ବଳଭଦ୍ର ମାଝି ପ୍ରଶ୍ନ ଉଠାଇଛନ୍ତି | ରାଜ୍ୟ ସରକାରଙ୍କ ଦ୍ଵାରା ଜୟପୁର– ନବରଙ୍ଗପୁର ରେଳ ରାସ୍ତା ପାଇ ଜମି ଅଧିଗ୍ରହଣ ହୋଇ ନଥିବା ବେଳେ କେଉଁ ଆଧାରରେ ବର୍ତ୍ତମାନ ସାଂସଦ ରମେଶ ମାଝି ଲୋକସଭାରେ ରେଲୱେ ପ୍ରଶ୍ନ ଉଠାଇଛନ୍ତି ସେ ନେଇ ସେ ଜୋରଦାର ଟାର୍ଗେଟ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Slug-ବିଜେପି ର ସାମ୍ବାଦିକ ସମ୍ମିଳନୀ ।
ଫର୍ମାଟ –ଏଭିବି, ୩୦.୦୭.୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------

ଆଙ୍କର - ରାଜ୍ୟ ସରକାର ଙ୍କ ୫-ଟି କାର୍ଯ୍ୟକରିତାକୁ ନବରଙ୍ଗପୁର ର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ ଗଠନକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଟାକ୍ଷ କରିଛନ୍ତି । ଜିଲ୍ଲା ବିଜେପି ଦଳର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବଳଭଦ୍ର ଯୋଗଦେଇ କହିଛନ୍ତି ଯେ ବର୍ତମାନ ସମୟରେ ସରକାରଙ୍କ ଯୋଜନାକୁ ଠିକ ଭାବରେ କାର୍ଯ୍ୟ ହେଉଛି କି ନାହିଁ, ଟ୍ରାନ୍ସଫରେଂସି ଟିମୱର୍କ ମାଧ୍ୟମରେ ଯେଉଁ ନୀତି ଆପଣେଇଛନ୍ତି ତା ହେଲେ ଭିଜିଲେନ୍ସ ବିଭାଗ, କେଉଁ କାମ ଅନୁଧ୍ୟାନ କରିବ ବୋଲି ପ୍ରଶ୍ନ କରିଛନ୍ତି | ଭିଜିଲାନ୍ସ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ତଦନ୍ତ କରିବାର କ୍ଷମତା ଥିଲା ବେଳେ ଏହାକୁ ଦୁର୍ବଳ କରିବା ପାଇଁ ସରକାର ୫-ଟି ଗଠନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ କାଦୁଅ ମାଟି ରାସ୍ତାକୁ ନିଜେ ମୁରୁମ ପକାଇ ସମତୁଲ କରିବାକୁ ତାସ୍ଛଲ୍ୟ କରିଛନ୍ତି ବଳଭଦ୍ର । ବିଧାୟକ ମାନେ ବର୍ଷା କାଳୀନ ଅଧିବେଷଣ ଚାଲିଥିଲା ବେଳେ ବିଧାନସଭାରେ ଅନୁପସ୍ଥିତ ରହି ଏନଆରଇଜିଏସ ରାସ୍ତାରେ କୋଦାଳ ଧରି ମାଟି ତାଡିବା ଓ ପାର୍ଟିର କର୍ମକର୍ତା ଭିଡିଓ କରି ସୋସିଆଲ ମିଡିଆରେ ଶସ୍ତା ରାଜନୀତି ଓ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି | ଜିଲ୍ଲାରେ ଡାକ୍ତର ଅଭାବ ଥିଲା ବେଳେ କେଉଁ ଆଧାରରେ ବର୍ତମାନ ସାଂସଦ ମେଡିକଲ କଲେଜର ସ୍ବପ୍ନ ଦେଖୁଛନ୍ତି ବୋଲି ପୂର୍ବତନ ସାଂସଦ ବଳଭଦ୍ର ମାଝି ପ୍ରଶ୍ନ ଉଠେଇଛନ୍ତି | ରାଜ୍ୟ ସରକାର ଙ୍କ ଦ୍ଵାରା ଜୟପୁର – ନବରଙ୍ଗପୁର ରେଳ ରାସ୍ତା ପାଇ ଜମି ଅଧିଗ୍ରହଣ ହୋଇ ନ ଥିବା ବେଳେ କେଉଁ ଆଧାରରେ ବର୍ତ୍ତମାନ ସାଂସଦ ରମେଶ ମାଝି ଲୋକସଭାରେ ରେଲୱେ ପ୍ରଶ୍ନ ଉଠେଇଛନ୍ତି ତା ସାଂସଦଙ୍କ ଦୂରଦୃଷ୍ଟିର ଅଭାବ ରହିଥିବା ଜିଲ୍ଲା ବିଜେପି ଦଳ ସାମ୍ବାଦିକ ସମ୍ମିଳନି ମାଧ୍ୟମରେ ପ୍ରଶ୍ନ କରିଛନ୍ତି |

ବାଇଟ-୧- ବଳଭଦ୍ର ମାଝି (ପୂର୍ବତନ ସାଂସଦ, ନବରଙ୍ଗପୁର)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.