ETV Bharat / state

ମ୍ୟୁନସିପାଲଟିରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ଆଣିଲା ବିଜେପି - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ନବରଙ୍ଗପୁର ମ୍ୟୁନସିପାଲିଟିରେ ଚାଲିଛି ବ୍ୟାପକ ଅନିୟମିତତା । ବିଜେପିର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଏହି ଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ସାସଂଦ ତଥା ବିଜେପି ନେତା ବଳଭଦ୍ର ମାଝୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 10, 2019, 10:49 PM IST

ନବରଙ୍ଗପୁର: ମ୍ୟୁନସିପାଲଟିରେ ବ୍ୟାପକ ଅନିୟମିତତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ମ୍ୟୁନସିପ।ଲଟିରେ ଅନିୟମିତତା,ଗରିବ ଯୋଗ୍ୟ ଲୋକଙ୍କୁ ଘର ନଦେବା, କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବିଭିନ୍ନ ସରକାରୀ ଯୋଜନାକୁ ହଡପ କରିଥିବା ବଜେପି ଅଭିଯୋଗ ଆଣିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ନବରଙ୍ଗପୁର ମୁନିସିପ।ଲିଟି ଷ୍ଟଲ ଆବଣ୍ଟନରେ ଅନିୟମିତତା , ଗରିବ ହିତାଧିକାରୀଙ୍କୁ ଘରବାରି ପଟ୍ଟା ପ୍ରଦାନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଏହି ଯୋଜନା ଗୁଡିକରେ ବ୍ୟାପକ ଅର୍ଥ କାରବାର ହୋଇଛି । ଶହ ଶହ କୋଟି ଟଙ୍କାର ରାସ୍ତା ଓ କେନାଲ କାମ ନିମ୍ନ ମାନର ହେବା ଯୋଗୁଁ ବର୍ଷା ଦିନରେ ପାଣି ଘର ଭିତରକୁ ପଶୁଛି । ଏହିଭଳି ମ୍ୟୁନିସିପାଲଟି ଅନିୟମିତତାର ଏକ ଲମ୍ବା ଚିଠା ପ୍ରସ୍ତୁତ କରିଛି ବିଜେପି ।

ଅଞ୍ଚଳରେ ପୁଣିଥରେ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ଅଭିଯୋଗ ଗୁଡିକର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ଜିଲ୍ଲା ବିଜେପି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:ସ୍ଲଗ - ନବରଙ୍ଗପୁର ମୁନିସିପ।ଲଟି ରେ ବ୍ୟାପକ ଅନିୟମିତତା ।
ଫର୍ମାଟ - ଏଭିଵି, ୧୦/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର-ନବରଙ୍ଗପୁର ମୁନିସିପ।ଲଟି ରେ ବ୍ୟାପକ ଅନିୟମିତତା,ନିହାତି ଗରିବ ଯୋଗ୍ୟ ଲୋକଙ୍କୁ ମିଳୁନି ଘର, କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସରକାରୀ ଯୋଜନା କୁ ହଡପ କରିଛନ୍ତି।ଏହିଭଳି ଅଭିଯୋଗ ଆଣିଛି ବଜେପି।ଆଜି ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି।ମୁନିସିପ।ଲଟି ଷ୍ଟଲ ଆବଣ୍ଟନରେ ଅନିୟମିତତା ,ଗରିବ ହିତାଧିକାରୀ ଙ୍କୁ ଘରବାରି ପଟ୍ଟା ପ୍ରଦାନ ରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଏହି ଯୋଜନା ଗୁଡିକରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଏହିଭଳି ଅନିୟମିତତା ର ଏକ ଲମ୍ବା ଚିଠା ପ୍ରସ୍ତୁତ କରିଛି ବିଜେପି।ନବରଙ୍ଗପୁର ମୁନିସିପ।ଲଟି ଅଂଚଳରେ ପୁଣିଥରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ଅଭିଯୋଗ ଗୁଡିକର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେପି। ବାଇଟ-୧- ବଳଭଦ୍ର ମାଝୀ (ପୂର୍ବତନ ସାଂସଦ )Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.