ETV Bharat / state

ନବରଙ୍ଗପୁରରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ସହ ନୂଆଖାଇ ଭେଟଘାଟ

author img

By

Published : Sep 24, 2019, 11:36 PM IST

ନବରଙ୍ଗପୁର ବିଜେଡି ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଯୋରଦାର କରିଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଧାୟକ ସାମିଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ଠାରେ ଆଜି ବିଜେଡି ପକ୍ଷରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ, ଜିଲ୍ଲା ବିଜେଡି ଉପ ସଭାପତି ବଦ୍ରି ନାରାୟଣ ସିଂ ପ୍ରମୁଖ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଅଶଂଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ମନ୍ତ୍ରୀଓ ବିଧାୟକ ଲୋକଙ୍କ ସହ ଆଲୋଚନା କରିଥିଲେ । ଦଳୀୟ କର୍ମକର୍ତ୍ତା ମାନେ ଗାଁକୁ ଗାଁ ଯାଇ ସରକାରୀ ଯୋଜନାକୁ ପହଞ୍ଚାଇବା ସହ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ମନ୍ତ୍ରୀ ପରାର୍ମଶ ଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- କୋଷାଗୁମୁଡା ଠାରେ ବିଜେଡି ଦଳର ସଭ୍ୟ ସଂଗ୍ରହ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ।
ଫର୍ମାଟ - ଏଭିଓ ୨୪/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ଠାରେ ଆଜି ବିଜେଡି ଦଳ ତରଫରୁ ନୁତନ ସଭ୍ୟ ସଂଗ୍ରହ ଅଭିଯାନ ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ , ଜିଲ୍ଲା ବିଜେଡ଼ି ଉପ ସଭାପତି ବଦ୍ରି ନାରାୟଣ ସିଂ , ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ସ୍ୱାଇଁ ,କୋଷାଗୁମୁଡା ବ୍ଲକ ବିଜେଡ଼ି ସଭାପତି ଗୁପ୍ତ ପଟନାୟକ ଙ୍କ ସହ ବିଭିନ୍ନ ବ୍ଲକ ରୁ ଆସିଥିବା ଶତାଧିକ ବିଜେଡି କର୍ମୀ , ନେତା ଯୋଗଦେଇ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ବିଶୋୟରେ ଆଲୋଚନା କରିଥିଲେ । ଏଥି ସହ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ମନ୍ତ୍ରୀ , ବିଧାୟକ ଆଲୋଚନା କରିଥିଲେ । ସମସ୍ତ ଗାଁ ଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା । ସମସ୍ତ ଲୋକ ସହ ଭଲ ସଂପର୍କ ରଖିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.