ETV Bharat / state

ନବରଙ୍ଗପୁର ଜିଲ୍ଲାରୁ ପୁଣି 414 ନୂଆ ପଜିଟିଭ ଚିହ୍ନଟ - ସଂକ୍ରମିତ ଚିହ୍ନଟ

ନବରଙ୍ଗପୁରର ଜିଲ୍ଲାରୁ ସର୍ବାଧିକ ୪୧୪ ଜଣ ନୂଆ ପଜିଟିଭ ଚିହ୍ନଟ l 3 ହଜାର 262 ଜଣ ଗୃହ ସଂଗରୋଧରେ । ଏବଂ 3 ହଜାର 645 ଜଣ ଆକ୍ରାନ୍ତ ସକ୍ରିୟ ରହିଥିବାବେଳେ 8 ହଜାର 131 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ ପୁଣି 414 ନୂଆ ପଜିଟିଭ ଚିହ୍ନଟ

author img

By

Published : May 5, 2021, 7:58 PM IST

ନବରଙ୍ଗପୁର: ଦିନକୁ ଦିନ ବେକାବୁ ହେବାରେ ଲାଗିଛି କୋରୋନା । ବେଲଗାମ ହେବାରେ ଲାଗିଛି କୋରୋନା । ଟ୍ରେଣ୍ଡ୍‌ରେ ଲାଗି ପାରୁନି ରୋକ । ଆକ୍ରାନ୍ତଙ୍କ ସଂଖ୍ୟା ତଳକୁ ଖସିବା ବଦଳରେ ହେଉଛି ଉପରମୁହାଁ l ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 414 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବୁଧବାର ଚିହ୍ନଟ 414 ଜଣଙ୍କ ମଧ୍ୟରେ ଉମରକୋଟ ବ୍ଲକରୁ 56, ନବରଙ୍ଗପୁର ପୌରାଞ୍ଚଳ ଏବଂ ଝରିଗାଁ, ରାଇଘର ବ୍ଲକରୁ 52 ଜଣ ଲେଖାଏ, ପାପଡାହାଣ୍ଡି ବ୍ଲକରୁ 43, ଉମରକୋଟ ପୌରାଞ୍ଚଳରୁ 38 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 32, କୋଷାଗୁମୁଡା ବ୍ଲକରୁ 23,ଚନ୍ଦାହାଣ୍ଡି ଓ ନନ୍ଦାହାଣ୍ଡି ବ୍ଲକରୁ 19 ଜଣ ଲେଖାଏଁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଡାବୁଗାଁ ବ୍ଲକରୁ 15 ଏବଂ ନବରଙ୍ଗପୁର ବ୍ଲକରୁ 13 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ପୁଣି 414 ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ ପୁଣି 414 ନୂଆ ପଜିଟିଭ ଚିହ୍ନଟ

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 45 ହଜାର 547 ଜଣଙ୍କର ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଥିବା ବେଳେ 11 ହଜାର 855 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥି ମଧ୍ୟରୁ 8 ହଜାର 131 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 3 ହଜାର 645 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଏବଂ 3 ହଜାର 262 ଜଣ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.