ETV Bharat / state

କୋଷାଗୁମୁଡା ନାବାଳିକା ଗଣଦୁଷ୍କର୍ମ ଦୋଷୀଙ୍କୁ ମିଳିବେନି ଓକିଲ

କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତଙ୍କ ସପକ୍ଷରେ ଲଢ଼ିବେନି କୌଣସି ଆଇନଜୀବୀ । ମାମଲାରେ ହସ୍ତକ୍ଷେପ ନକରିବାକୁ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି । ଅଧିକ ପଢନ୍ତୁ..

author img

By

Published : Dec 19, 2019, 10:48 AM IST

ନାବାଳିକା ଗଣଦୁଷ୍କର୍ମରେ ଦୋଷୀଙ୍କ ମାମଲା ଲଢିବେନି ଓକିଲ ସଙ୍ଘ
ନାବାଳିକା ଗଣଦୁଷ୍କର୍ମରେ ଦୋଷୀଙ୍କ ମାମଲା ଲଢିବେନି ଓକିଲ ସଙ୍ଘ

ନବରଙ୍ଗପୁର: କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଗତ 14 ତାରିଖ ଦିନ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା। ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି କି ନାହିଁ କିଛି ତଥ୍ୟ ଦେଉନଥିବାବେଳେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ବଡ ନିଷ୍ପତ୍ତି ନେଇଛି ।

ନାବାଳିକା ଗଣଦୁଷ୍କର୍ମରେ ଦୋଷୀଙ୍କ ମାମଲା ଲଢିବେନି ଓକିଲ ସଙ୍ଘ

ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଓକିଲ ମାମଲା ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମାମଲା ନଲଢ଼ିବା ପାଇଁ ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ।

ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ପ୍ରଥମେ ମୃତ ପୀତିତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ 2 ମିନିଟ୍ ଶୋକ ସଭା ପରେ ଜିଲ୍ଲା ଓକିଲ ସଂଘ ଏହି ନିଷ୍ପତ୍ତି ନେଇଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ଙ୍କ ସପକ୍ଷରେ କେଶ ନ ଲଢ଼ିବା ଓକିଲ ସଂଘ ର ନିଷ୍ପତ୍ତି
ଫର୍ମାଟ - ଏଭିବି
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------
ଆଙ୍କର- କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଗତ ୧୪ ତାରିଖ ଦିନ ଜଣେ ନାବାଳିକା କୁ ଗଣ ଧର୍ଷଣ ଓ ହତ୍ୟା ଅଭିଯୋଗ ରେ ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ କାହାକୁ ଗିରଫ କରିଛି କି ନାହିଁ କିଛି ତଥ୍ୟ ଦେଉନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ବଡ଼ ନିଷ୍ପତ୍ତି ନେଇଛି।ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ସପକ୍ଷରେ କୌଣସି ଓକିଲ କେସ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ କେସ ନଲଢ଼ିବା ପାଇଁ ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ।ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ପ୍ରଥମେ ମୃତ ପିଡିତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ଶୋକ ସଭା ପରେ ଜିଲ୍ଲା ଓକିଲ ସଂଘ ଏହି ନିଷ୍ପତ୍ତି ନେଇଛି।
ବାଇଟ- ରାମ ପ୍ରସାଦ ପାତ୍ର-ଜିଲ୍ଲା ଓକିଲ ସଂଘ,ନବରଙ୍ଗପୁରBody:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.