ETV Bharat / state

ବିଚରାଧିନ କଏଦୀର ମୃତ୍ୟୁ ଅଭିଯୋଗ - ଉମରକୋଟ ଉପକାରଗାର

ଉମରକୋଟ ଉପଗାରରେ ବନ୍ଦୀ ଜୀବନ କାଟୁଥିବା ବିଚରାଧିନ କଏଦୀର ମୃତ୍ୟୁ ଅଭିଯୋଗ । ମୃତକ ହେଲେ ରାଇଘରର ଦେବ ମାଝୀ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Mar 26, 2019, 12:39 PM IST

ନବରଙ୍ଗପୁର: ଉମରକୋଟ ଉପକାରଗାରରେ ରହୁଥିବା ଜଣେ ବିଚାରଧିନ କଏଦୀର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ରାଇଘର ବ୍ଲକ ରାହାସପାରା ଗାଁର ଦେବ ମାଝୀ । ସେ ନିଜ ସମ୍ପର୍କୀୟ ଭାଇକୁ ହତ୍ୟା କରିଥିବା ଅଭିଯୋଗରେ ଉପକାରାଗାରରେ ବନ୍ଦୀ ଭାବେ ଜୀବନ କାଟୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ହଠାତ୍‌ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ସକାଳୁ ଦେବଙ୍କର ମୃତ୍ୟୁ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.