ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ମୃତ୍ୟୁ - shock

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ମୃତ୍ୟୁ । ଘଟଣାଟି ପାପଡାହାଣ୍ଡି ବ୍ଲକ୍ ଖୁଟବାଇ ପଞ୍ଚାୟତ ଛାଲିପିଟା ଗାଁରେ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 18, 2019, 8:37 PM IST

ନବରଙ୍ଗପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ମୃତ୍ୟୁ । ଘଟଣାଟି ପାପଡାହାଣ୍ଡି ବ୍ଲକ୍ ଖୁଟବାଇ ପଞ୍ଚାୟତ ଛାଲିପିଟା ଗାଁରେ ଘଟିଛି । ଫିଉଜ ସଜାଡିବା ବେଳେ ଲାଇନମ୍ୟାନଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଛାଲିପିଟା ଗାଁରେ ବିଦ୍ୟୁତ ପୋଲରେ ଲାଗିଥିଵା ମେସିନର ଫ୍ୟୁଜ୍ ଉଡି ଯାଇଥିଲା। ଏ ବିଷୟରେ ଖଵର ପାଇ ୪ ଟି ପଞ୍ଚାୟତ ପାଇଁ କାମ କରୁଥିବା ଲାଇନ୍ ମ୍ୟାନ ଫ୍ୟୁଜ ସଜାଡିବାକୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ଏଲ୍ ସି ମାଗି ପୋଲ ଉପରେ ଚଢି ଫ୍ୟୁଜ ଠିକ କରୁଥିଲେ । ଏହି ସମୟରେ ହଠାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଲାଇନ୍ ମ୍ୟାନଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତରୀ ମାଇନାରୁ ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

ମତଦାନରେ ଅନିୟମିତତା, ଜଣଙ୍କ ହାତରେ 15 ଭୋଟ

କରିମଗଞ୍ଜ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । 95 ଲୋକସଭା ଆସନ ପାଇଁ ଭୋଟ ଦେଉଛି ଭାରତ  । ଦେଶରେ କାଁଭାଁ ନିର୍ବାଚନୀ ହିଂସା ହୋଇଥିବା ବେଳେ ଆସାମରୁ ଆସିଛି ମତଦାନରେ ଅନିୟମିତତା ଖବର । କରିମଗଞ୍ଜ ଆସନ ପାଇଁ ବାତିଆ ପ୍ରାଇମେରୀ ସ୍କୁଲରେ ମତଦାନ ଚାଲିଥିବାବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାର ପର୍ଦ୍ଦାଫାଶ କରିଛି ଇଟିଭି ଭାରତ କ୍ୟାମେରା । 

ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ପୋଲିଂ ଅଧିକାରୀ ଘଟଣାର ତଦନ୍ତ କରିଥିଲେ । ଜଣେ ଭୋଟର ଏକକାଳୀନ 14 ରୁ 15 ଭୋଟ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଧରାପଡିବା ପରେ ସେ ତାର ପରିବାର ପାଇଁ ମତଦାନ କରୁଥିବା କହିଛନ୍ତି ଉକ୍ତ ଭୋଟର । ଏଥିପାଇଁ ନିର୍ବାଚନ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଦାୟୀ କରିଛନ୍ତି ପୋଲିଂ ଅଧିକାରୀ । ସୁରକ୍ଷାକର୍ମୀଙ୍କ ଦାୟିତ୍ବହୀନତା ପାଇଁ ଏପରି ଅନିୟମିତତା ହେଉଥିବା କହିଛନ୍ତି ଅଧିକାରୀ ।   

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.