ETV Bharat / state

ପରିତ୍ୟକ୍ତ କୂଅରୁ ଭାଲୁ ଉଦ୍ଧାର

author img

By

Published : Dec 25, 2019, 8:08 PM IST

ଝରିଗାଁ ବନବିଭାଗ ଦ୍ବାରା ଏକ ପରିତ୍ୟକ୍ତ କୂଅରୁ ଭାଲୁ ଉଦ୍ଧାର କରାଯାଇଛି । ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ ଆସିଥିବା ଭାଲୁଟି ଗାଁ ନିକଟର ଏକ କୂଅରେ ଖସି ପଡିଥିଲା ।

a Bear rescued from a well at nabarangpur
ପରିତ୍ୟକ୍ତ କୂଅରୁ ଉଦ୍ଧାର ଭାଲୁ

ନବରଙ୍ଗପୁର: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଭାଲୁ । ଝରିଗାଁ ବନବିଭାଗ ପରିତ୍ୟକ୍ତ କୂଅରୁ ଭାଲୁଟିକୁ ଉଦ୍ଧାର କରିଛି । ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ ଆସିଥିବା ଭାଲୁଟି ଗାଁ ନିକଟର ଏକ କୂଅରେ ଖସି ପଡିଥିଲା ।

ପରିତ୍ୟକ୍ତ କୂଅରୁ ଉଦ୍ଧାର ଭାଲୁ

ଏପରି ଘଟଣା ଦେଖବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କାଦମଳି ଗ୍ରାମରେ । ଗାଁ ଲୋକଙ୍କ ନିକଟରୁ ଖବର ପାଇ ଝରିଗାଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପାପଡାହାଣ୍ଡି ଓଡ୍ରାଫ ଟିମ ଦ୍ବାରା ଦୀର୍ଘ 2 ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଭାଲୁକୁ ଉଦ୍ଧାର କରି ଝରିଗାଁ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା ପରେ ଭାଲୁକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ସ୍ଲୋଗ - ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଭାଲୁ ।

ଆଙ୍କର - ଏକ ପରିତ୍ୟକ୍ତ କୂଅରୁ ଭାଲୁକୁ ଉଦ୍ଧାର କଲା ଝରିଗାଁ
ବନବିଭାଗ । ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ
ଆସିଥିବା ଭାଲୁ ଗାଁ ନିକଟ ଏକ ପରିତ୍ୟକ୍ତ କୁଅରେ ଖସି
ପଡ଼ିଥିଲା । ଏପରି ଘଟଣା ଦେଖବାକୁ ମିଳିଛି ନବରଙ୍ଗପୁର
ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କାଦମଳି ଗ୍ରାମରେ । ଗ୍ରାମ
ଲୋକଙ୍କ ପାଖରୁ ଖବର ପାଇ ଝରିଗାଁ ବନବିଭାଗ ଘଟଣାସ୍ଥଳରେ
ପହଂଚିଥିଲା ଏବଂ ପାପଡାହାଣ୍ଡି ଅଡ୍ରାଫ ଟିମ ଦ୍ୱାର ଦୀର୍ଘ ଦୁଇ ଘଣ୍ଟା ଧରି ରେସ୍କୁ ପରେ ଭାଲୁକୁ ଉଦ୍ଧାର କରି ଝରିଗାଁ ବନବିଭାଗ କାର୍ଯ୍ୟଲୟ କୁ ଅଣାଯାଇଥିଲା। ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା ପରେ ଭାଲୁକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.