ETV Bharat / state

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ 6 କୋରୋନା ଯୋଦ୍ଧା, ସମ୍ବର୍ଦ୍ଧିତ କଲେ ଏସପି - କୋରୋନା ଯୋଦ୍ଧା

କୋରୋନା ଆକ୍ରାନ୍ତ ପରେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଥିବା ଜିଲ୍ଲା ପୋଲିସର 6 ଜଣ କୋରୋନା ଯୋଦ୍ଧାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁଶଲକର ।

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ 6 କୋରୋନା ଯୋଦ୍ଧା, ସମ୍ବର୍ଦ୍ଧିତ କଲେ ଏସପି

author img

By

Published : Aug 21, 2020, 4:15 PM IST

ନବରଙ୍ଗପୁର: କୋରୋନା ଆକ୍ରାନ୍ତ ପରେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଥିବା ଜିଲ୍ଲା ପୋଲିସର 6 ଜଣ କୋରୋନା ଯୋଦ୍ଧାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁଶଲକର ।

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ 6 କୋରୋନା ଯୋଦ୍ଧା, ସମ୍ବର୍ଦ୍ଧିତ କଲେ ଏସପି

ଗତ କିଛି ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ଦ୍ରୁତ ଗତିରେ କୋରୋନା ସଂକ୍ରମଣ ହେବାରେ ଲାଗିଛି । ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଓ ଲକ ଡାଉନ ଭଳି ପଦକ୍ଷେପ ନେଉଥିବା ବେଳେ ଏହାକୁ ସଫଳ କରାଇବା ପୋଲିସ ବାହିନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ନିଜ କାର୍ଯ୍ୟ ସମ୍ପାଦନ କରିବା ସମୟରେ କୋରନା ରୋକିବା ପାଇଁ ପଦକ୍ଷେପ ନେଉ ନେଉ ନିଜେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କୋରୋନାରୁ ସୁସ୍ଥ ହେବା ପରେ ଏହି ଯୋଦ୍ଧାମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ନବରଙ୍ଗପୁର ଏସପି ଉପସ୍ଥିତ ରହି କୋରୋନା ଯୋଦ୍ଧାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ପୋଲିସ କର୍ମଚାରୀମାନେ ମଧ୍ୟ କରତାଳିରେ ସେମାନଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଏଭଳି କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ହିଁ ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣର ପ୍ରଭାବ ଅନ୍ୟ ଜିଲ୍ଲା ତୁଳନାରେ କମ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.