ETV Bharat / state

ନବରଙ୍ଗପୁର କୋଭିଡ-19 ହସ୍ପିଟାଲ ପରିର୍ଦଶନ କଲେ 5‘ଟି’ ସଚିବ

author img

By

Published : Apr 23, 2020, 7:05 PM IST

ନବରଙ୍ଗପୁର ଜିଲ୍ଲାରେ ନିର୍ମିତ କୋଭିଡ-19 ହସପିଟାଲ ପରିର୍ଦଶନ କଲେ 5‘ଟି’ ସଚିବ ଭି.କେ ପାଣ୍ଡିଆନ ।

5 secretary visited   Nabarangpur Kovid-19 Hospital
ନବରଙ୍ଗପୁର କୋଭିଡ-19 ହସପିଟାଲ ପରିର୍ଦଶନ କଲେ 5ଟି ସଚିବ

ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲାରେ ନିର୍ମିତ କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ 5‘ଟି’ ସଚିବ ଭି.କେ ପଣ୍ଡିଆନ । 5T ସଚିବ ମାରାଥନ ଗ୍ରସ୍ତ କରି କୋରାପୁଟ ଜିଲ୍ଲା ଜୟପୁର ଓ ମାଲକାନଗିରି ଜିଲ୍ଲାର କୋଭିଡ-19 ହସ୍ପିଟାଲ ପରିଦର୍ଶନ କରି ପରେ ନବରଙ୍ଗପୁରରେ ପହଞ୍ଚି ବିଇଡି କଲେଜରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ- 19 ହସ୍ପିଟାଲ କୁ ପରିଦର୍ଶନ କରିଥିଲେ ।

କୋଭିଡ- ହସ୍ପିଟାଲ ଭିତରେ ହୋଇଥିବା ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିଥିବା ବେଳେ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିଲେ । ପରିଦର୍ଶନ ବେଳେ 5T ସଚିବଙ୍କ ସହ ଉର୍ନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଉପସ୍ଥିତ ଥିଲେ ।

5 ଟି ସଚିବ ଓ ଉନ୍ନୟନ କମିଶନର କରୋନା ହସ୍ପିଟାଲ ପରିଦର୍ଶନରେ ଆସି ସନ୍ତୋଷ ପ୍ରକାଶ କରିଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲାରୁ ୧୬୮ ରିପୋର୍ଟ ଯାଇଥିଲା ବେଳେ ସବୁ ରିପୋର୍ଟ ନେଗେଟିଭ ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.