ETV Bharat / state

ମାଓ ପୋଷ୍ଟର ଲଗାଇବାବେଳେ ୪ ମାଓ ସମର୍ଥକ ଗିରଫ

ଜିଲ୍ଲା ରାଇଘର ପୋଲିସକୁ ବଡ ସଫଳତା। ୪ ଜଣ ମାଓ ସମର୍ଥକଙ୍କୁ ଗିରଫ କରିଛି ପୋଲିସ। ଚଳିତ ନିର୍ବାଚନକୁ ବିରୋଧ କରିବା ପାଇଁ ରାସ୍ତାରେ ମାଓ ପୋଷ୍ଟର ଲଗାଇବା ସମୟରେ ରାଇଘର ପୋଲିସ ଏମାନଙ୍କୁ ଗିରଫ କରିଛି।

author img

By

Published : Mar 26, 2019, 6:27 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲା ରାଇଘର ପୋଲିସକୁ ବଡ ସଫଳତା। ୪ ଜଣ ମାଓ ସମର୍ଥକଙ୍କୁ ଗିରଫ କରିଛି ପୋଲିସ। ଚଳିତ ନିର୍ବାଚନକୁ ବିରୋଧ କରିବା ପାଇଁ ରାସ୍ତାରେ ମାଓ ପୋଷ୍ଟର ଲଗାଇବା ସମୟରେ ରାଇଘର ପୋଲିସ ଏମାନଙ୍କୁ ଗିରଫ କରିଛି। ହିନ୍ଦୀ ଭାଷାରେ ଲେଖାଥିବା ମାଓ ପୋଷ୍ଟର ଜବତ କରିବା ସଙ୍ଗେ ସଙ୍ଗେ ଦୁଇଟି ବାଇକ ମଧ୍ୟ ପୋଲିସ ଜବତ କରିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଗିରଫ ହୋଇଥିବା ୪ ଜଣ ମାଓ ସମର୍ଥକ ହେଲେ ପିଲାରାମ ନିତମ, କିଶ୍ଵରୀଲାଲ ନିତମ, ଟିକେଶ ନିତମ ଓ ସଞ୍ଜୟ ନିତମ। ଏହି ୪ ମାଓ ସମର୍ଥକ ଛତିଶଗଡ ରାଜ୍ୟର ଧନ୍ତରୀ ଜିଲ୍ଲାର ବୋଲି ଜଣାପଡିଛି। ମାଓ ସମର୍ଥକ ସିତାନଦୀ ମାଓ ଡିଭିଜନର ବୋଲି ଆରକ୍ଷୀ ଅଧିକ୍ଷକ ନିତିନ ଡଗଡୁ କହିଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

ମାଓ ପୋଷ୍ଟର ଲଗାଇବା ବେଳେ ୪ ମାଓ ସମର୍ଥକ ଗିରଫ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.