ETV Bharat / state

ନବରଙ୍ଗପୁରରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ

author img

By

Published : Apr 26, 2021, 1:45 PM IST

ନବରଙ୍ଗପୁରରେ ଥମୁନି କରୋନା ସଂକ୍ରମଣ । ଆଜି ଜିଲ୍ଲାରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ । ରାଇଘର ବ୍ଲକରୁ ସର୍ବାଧିକ 55 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁରରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁରରେ ଥମୁନି କୋରୋନା ସଂକ୍ରମଣ । ଆଜି ଜିଲ୍ଲାରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ରାଇଘର ବ୍ଲକରୁ ସର୍ବାଧିକ 55 ଜଣ ଚିହ୍ନଟ ହୋଇଥିବା ବେଳେ ଚନ୍ଦହାଣ୍ଡି ବ୍ଲକରୁ 50, ଉମରକୋଟ ବ୍ଲକରୁ 33, ଝରିଗାଁ ବ୍ଲକରୁ 29, ତେନ୍ତୁଳିଖୁଣ୍ଟି ବ୍ଲକରୁ 18, ଉମରକୋଟ ପୌରାଞ୍ଚଳରୁ 14 ଜଣ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁରରୁ ପୁଣି 221ନୂଆ ପଜିଟିଭ ଚିହ୍ନଟ

ସେହିପରି ନବରଙ୍ଗପୁର ପୌରାଞ୍ଚଳ ଓ ପାପଡାହାଣ୍ଡି ବ୍ଲକରୁ 7 ଜଣ ଲେଖାଏଁ, ନନ୍ଦାହାଣ୍ଡି ବ୍ଲକରୁ 4, ଡାବୁଗାଁ ଏବଂ କୋଷାଗୁମୁଡା ବ୍ଲକରୁ 2 ଲେଖାଏଁ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.