ETV Bharat / state

ପୁଣି ନବରଙ୍ଗପୁରରୁ 20 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 10, 2021, 8:59 PM IST

ଶନିବାର ନବରଙ୍ଗପୁର ଜିଲ୍ଲାରେ ପୁଣି 20 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ପୁଣି ନବରଙ୍ଗପୁରରୁ 20 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ପୁଣି ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ । ଗତ କିଛିଦିନ ମଧ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଶନିବାର ଜିଲ୍ଲାରେ ପୁଣି 20 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରାଇଘର ବ୍ଲକରୁ 5 ଜଣ, ଝରିଗାଁ ବ୍ଲକରୁ 4 ଜଣ, ନବରଙ୍ଗପୁର ପୋୖରାଞ୍ଚଳରୁ 3 ଜଣ ଓ ନନ୍ଦାହାଣ୍ଡି ବ୍ଲକରୁ 3 ଜଣ ଲେଖାଏଁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଶନିବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କୋରୋନା ସଂକ୍ରମିତ ସଂଖ୍ୟା 6078କୁ ବୃଦ୍ଧି ପାଇଛି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 199 ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ 195 ଜଣ ଗୃହ ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.