ETV Bharat / state

ଆଜି ନବରଙ୍ଗପୁରରେ 14 କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 572 - ନବରଙ୍ଗପୁର କୋରୋନା

ନବରଙ୍ଗପୁର ଜିଲ୍ଲାରୁ ଆଜି ପୁଣି 14 କୋରୋନା ପଜିଟିଭ ଚିହ୍ନଟ । ସର୍ବାଧିକ 7 ଜଣ କେବଳ ତେନ୍ତୁଳିଖୁଣ୍ଟି ବ୍ଲକରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ନବରଙ୍ଗପୁରରେ ପୁଣି 14 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Aug 18, 2020, 1:24 PM IST

ନବରଙ୍ଗପୁର: ଜିଲ୍ଲାରେ ବେକାବୁ ହେଉଛି କୋରୋନା । ଆଜି ଜିଲ୍ଲାରୁ ପୁଣି ୧୪ କୋରୋନା ପଜିଟିଭ ଚିହ୍ନଟ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଆଜି ନବରଙ୍ଗପୁରରେ ପୁଣି 14 କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକରୁ ୭ ଜଣ, ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୨ ଜଣ , ଉମରକୋଟ ମ୍ୟୁନିସିପାଲିଟି ୨ ଜଣ , ଏବଂ ଝରିଗାଁ ବ୍ଲକରୁ ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଜିର ୧୪ ଜଣ ଆକ୍ରାନ୍ତ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୫୭୨ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୯ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬୧ ଜଣ କୋରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୪୨ ଜଣ ଡାକ୍ତର ଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଏଥିସହ ଜିଲ୍ଲାରେ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଟେଷ୍ଟିଂ କୁ ଅଧିକା ଗୁରୁତ୍ୱ ଦିଆଯାଉଥିବା ବେଳେ ଗତକାଲି ୨୨୮୨ ଜଣଙ୍କ ରାପିଡ ଟେଷ୍ଟ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.