ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବକ ଗିରଫ - ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ ।

rairangpur
ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ
author img

By

Published : Jan 15, 2020, 1:44 PM IST

ରାଇରଙ୍ଗପୁର: ଜିଲ୍ଲାରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ । ନାବାଳିକାର ପରିବାର ଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ଫେରାର ଥିବା ଯୁବକ ଜଣଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ । ଗିରଫ ହୋଇଥିବା ଯୁବକ ଜଣକ ହେଲେ ଝାଡ଼ଖଣ୍ଡ ରାଜନଗର ଥାନା ସାରଙ୍ଗପୋଷି ଗ୍ରାମର ସୁନୀଲ ଟୁଡୁ ।

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ରାଇରଙ୍ଗପୁର ଟାଉନ ଥାନା ପୋଲିସ ଆଇଟି ଆକ୍ଟ ଓ ପୋକ୍ସୋ ଆକ୍ଟ ଅନୁଯାୟୀ ଉକ୍ତ ଯୁବକଙ୍କୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:(With VO)
ରାଇରଙ୍ଗପୁର : ଜିଲ୍ଲାରେ ପୁଣି ଲଜ୍ଜା। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ। ନାବାଳିକା ର ପରିବାର ଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ଫେରାର ଥିବା ଯୁବକ ଜଣଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ। ଗିରଫ ହୋଇଥିବା ଯୁବକ ଜଣକ ହେଲେ ଝାଡ଼ଖଣ୍ଡ ରାଜନଗର ଥାନା ସାରଙ୍ଗପୋଷି ଗ୍ରାମର ସୁନୀଲ ଟୁଡୁ। ରାଇରଙ୍ଗପୁର ଟାଉନ ଥାନା ପୋଲିସ IT Act ଓ Pocso Act ଅନୁଯାୟୀ ଉକ୍ତ ଯୁବକଙ୍କୁ ଗିରଫ କରି ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.