ETV Bharat / state

ପୋଲତଳୁ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ - ପୋଲତଳୁ ମୃତଦେହ ଠାବ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ଗଢ଼ ନିକଟସ୍ଥ ଖଡଖାଇ ଅଞ୍ଚଳରେ ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପଥର ଚଟାଣ ଉପରେ ମୁହଁ ମାଡି ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 1, 2019, 2:16 PM IST

ରାଇରଙ୍ଗପୁର: ଖଡଖାଇ ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ଗଢ଼ ନିକଟସ୍ଥ ଖଡଖାଇ ଅଞ୍ଚଳରେ । ସୂଚନା ଅନୁଯାୟୀ ରାଇରଙ୍ଗପୁର ସହରର ଗଢ଼ ନିକଟରେ ଥିବା ଖଡ଼ଖାଇ ପୋଲ ତଳେ ଏକ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପଥର ଚଟାଣ ଉପରେ ମୁହଁ ମାଡି ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି । ପୋଲ ଉପରେ ଏକ ସାଇକେଲ ମଧ୍ୟ ରହିଛି । ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ନଚେତ କେହି ତାଙ୍କୁ ପୋଲ ଉପରୁ ତଳକୁ ଠେଲି ଦେଇଥିବାର ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ତେବେ ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନଥିବାବେଳେ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି । ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ମୃତଦେହ ଓ ସାଇକେଲକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଖଡଖାଇ ପୋଲ ତଳୁ ଅଜଣା ଯୁବକଙ୍କ ମୃତ ଦେହ ଠାବ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ଗଢ଼ ନିକଟସ୍ଥ ଖଡଖାଇ ପୋଲ ତଳରେ। ସୂଚନା ଅନୁଯାୟୀ ରାଇରଙ୍ଗପୁର ସହରର ଗଢ଼ ନିକଟରେ ଥିବା ଖଡ଼ଖାଇ ପୋଲ ତଳେ ଏକ ମୃତ ଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ କୁ ଖବର ଦେଇଥିଲେ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲ ତଳେ ଥିବା ପଥର ଚଟାଣି ଉପରେ ମୁହଁ ମାଡି ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି। ପୋଲ ଉପରେ ଏକ ସାଇକେଲ ମଧ୍ୟ ରହିଛି। ଯୁବକ ଜଣକ ଆତ୍ମହତ୍ୟା ଉଦ୍ଦେଶ୍ୟରେ ପୋଲ ଉପରୁ ତଳକୁ ଡେଇଁ ଯାଇଥିବାର କିମ୍ବା କେହି ତାଙ୍କୁ ପୋଲ ରୁ ତଳକୁ ଠେଲି ଦେଇଥିବାର ଅନୁମାନ କରାଯାଉଛି। ତେବେ ଯୁବକଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି । ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ମୃତ ଦେହ ଓ ସାଇକେଲ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.