ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ବର ମାଂସ ଜବତ

କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ । ସମ୍ବର ଶିକାର କରି ଫେରୁଥିବା ସମୟରେ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ।

author img

By

Published : Aug 28, 2019, 2:54 PM IST

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ବର ମାଂସ ଜବତ

ବାରିପଦା: ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ । ସମ୍ବର ଶିକାର କରି ଫେରୁଥିବା ସମୟରେ ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି ।

ଗିରଫ ଦୁଇଜଣ ହେଲେ, କାରେଟବେଡା ଗ୍ରାମର ଲବ ସୋରେନ ଓ ଫୋର୍ମଲ ମୁର୍ମୁ । ସେମାନଙ୍କ ଠାରୁ 4 କେ.ଜି ସମ୍ବର ମାଂସ ସହ ଧନୁ ଓ ତୀର ଜବତ କରିଛି ପୋଲିସ ।

ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର କହିବା ଅନୁଯାୟୀ, କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାରକେଟବେଡା ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ଭିତରକୁ ମଙ୍ଗଳବାର ଶିକାର କରିବାକୁ ଯାଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲେ କର୍ମଚାରୀ । ଜଙ୍ଗଲ ଭିତରେ ବନବିଭାଗ କର୍ମଚାରୀ ଶିକାରୀଙ୍କୁ ଖୋଜି ପାଇପାରିନଥିଲା । ଶିକାରୀଙ୍କୁ ନପାଇ ତାଙ୍କ ଫେରିବା ବାଟକୁ ଜଗି ରହିଥିଲେ ।

ଭୋର ସମୟରେ ଏକ ସମ୍ବରକୁ ଶିକାର କରି ତାର ମାଂସ କାଟି ଧରି ଫେରୁଥିବାବେଳେ ଜଗିରହିଥିବା ବନ କର୍ମଚାରୀଙ୍କ ହାବୁଡରେ ପଡିଥିଲେ । ଶିକାରୀଙ୍କ ମଧ୍ୟରୁ ଦୁଇ ଜଣ ଧରା ପଡିଥିବାବେଳେ ପ୍ରାୟ 5ଜଣ ଦୌଡ଼ି ପଳାଇ ଯାଇଥିଲେ । ଏନେଇ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ରୁ ଏକ ସମ୍ବର ଶୀକାର କରି ଫେରୁଥିବା ସମୟ ରେ ଶିକାରୀ ଙ୍କ ମଧ୍ୟରୁ ୨ଜଣ ଶିକାରୀ କୁ ବନବିଭାଗ ଗିରଫ କରିଛି।ସେମାନେ ହେଲେ କାରେଟବେଡା ଗ୍ରାମ ର ଲବ ସୋରେନ ଓ ଫୋର୍ମଲ ମୁର୍ମୁ ।ସେମାନଙ୍କ ଠାରୁ ୪କେ.ଜି ସମ୍ବର ମାଂସ ସହ ଧନୁ,ଓ ତୀର ଜବତ ହୋଇ ଥିବା ବେଳେ କିଛି ଶିକାରି ଖସିପଳାଇ ଯାଇ ଥିବା ର ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର କହିବା ଅନୁଯାୟୀ କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାରକେଟବେଡା ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ଭିତରକୁ ମଙ୍ଗଳବାର ଜନ୍ତୁ ଶିକାର କରିବାକୁ ଶିକାରି ମାନେ ପଶି ଥିବାର ବିଶେଷ ସୂତ୍ରରୁ ବନବିଭାଗ ଖବର ପାଇବା ପରେ ଜଙ୍ଗଲ ଭିତରେ ବନବିଭାଗ କର୍ମଚାରୀ ଶିକାରି ମାନଙ୍କୁ ଖୋଜି ପାଇପାରିନଥିଲା ।ଶିକାରି ମାନଙ୍କୁ ନପାଇ ଶିକାରି ଙ୍କ ଫେରିବା ବାଟକୁ ବନବିଭାଗ ଜଗିରହି ଥିଲେ । ଭୋର ସମୟ ରେ ଶିକାରି ମନେ ଏକ ସମ୍ବର କୁ ଶିକାର କରି ତାର ମାଂସ କାଟି ଧରି ଫେରୁଥିବା ବେଳେ ଜଗିରହିଥିବା ବନ କର୍ମଚାରୀ ଙ୍କ ହାବୁଡ଼ରେ ପଡିଯାଇଥିଲେ ।ଶିକାରି ଙ୍କ ମଧ୍ୟରୁ ୨ ଜଣ ଧରା ପଡିଥିବା ବେଳେ ପ୍ରାୟ ୫ ଜଣ ଶିକାରି ଦୌଡ଼ି ପଳାଇ ଯାଇଥିଲେ ।ଗିରଫ ହୋଇଥିବା ବନବିଭାଗ କେଶ ନଂ- ୮୯ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.