ETV Bharat / state

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡ଼ମବେଡା ଗ୍ରାମର 49 ନଂ ଜାତୀୟ ରାଜପଥଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।

author img

By

Published : Feb 11, 2020, 7:12 AM IST

truck-accident-at-rairangpur-driver-dead
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡ଼ମବେଡା ଗ୍ରାମର 49 ନଂ ଜାତୀୟ ରାଜପଥଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଚାଳକ ହେଲେ ବାରିପଦାର ସୋନୁ ସିଂ।

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ତେବେ ସୋନୁ ଏକ ଚାଉଳ ବୋଝେଇ ଟ୍ରକ ନେଇ କରଞ୍ଜିଆରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଅନ୍ୟ ଟ୍ରକଟି ପାରାଦୀପରୁ ଲୁହାପଥର ଅନଲୋଡ଼ କରି ଫେରୁଥିବା ଜଣାପଡିଛି । ତେବେ ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ସାହାଯ୍ୟରେ ଟ୍ରକ ଦୁଇଟି ଅଲଗା କରାଯାଇ ମୃତକ ଡ୍ରାଇଭରଙ୍କୁ ଉଦ୍ଧାର କରି ବିଶୋଇ ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶୋଇ ଥାନା ପୋଲିସ ଉଭୟ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କାରେ ଟ୍ରକ ରେ ଚାପି ହୋଇ ଡ୍ରାଇଭର ର ଶୋଚନୀୟ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡ଼ମବେଡା ଗ୍ରାମ ଦେଇ ଯାଇଥିବା 49 ନଂ ଜାତୀୟ ରାଜପଥ ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତ ଚାଳକ ଜଣକ ହେଲେ ବାରିପଦାର ସୋନୁ ସିଂ। ସୋନୁ ଚାଉଳ ବୋଝେଇ ଟ୍ରକ ନେଇ କରଞ୍ଜିଆ ରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଟ୍ରକଟି ପାରାଦୀପରୁ ଲୁହା ପଥର ଆନଲଡ଼ କରି ଫେରୁଥିବା ବେଳେ ଖଡମବେଡା ଗ୍ରାମ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ତେବେ ଦମକଳ ବାହିନୀ ଓ ବିଶୋଇ ପୋଲିସ କଟର ସାହାଯ୍ୟରେ କାଟି ସୋନୁ ସିଂ କୁ ଉଦ୍ଧାର କରି ବିଶୋଇ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶୋଇ ଥାନା ପୋଲିସ ଉଭୟ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.