ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରାକ୍ଟର ଓ ଧାନ, ଅଳ୍ପକେ ବର୍ତ୍ତିଲେ ଚାଳକ - ମୟୂରଭଞ୍ଜ କପ୍ତିପଦା ଥାନା ଅଞ୍ଚଳ

ମୟୂରଭଞ୍ଜ କପ୍ତିପଦା ଥାନା ଅଞ୍ଚଳରେ ଅଘଟଣ । ୧୧ କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଅଧିକ ପଢନ୍ତୁ...

The tractor caught fire after being electrocuted
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଧାନ ସହ ଜଳିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ
author img

By

Published : Dec 1, 2020, 10:07 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାନବିଶୋଳ ଗାଁରେ ଅଘଟଣ । ୧୧ କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର । ତେବେ ସାହାସିକତା ପାଇଁ ଅଳ୍ପକେ ବର୍ତ୍ତିଗଲେ ଟ୍ରାକ୍ଟର ଡ୍ରାଇଭର । କିନ୍ତୁ ଟ୍ରାକ୍ଟରରେ ଥିବା ଧାନ ସବୁ ଜଳି ପୋଡି ନଷ୍ଟ ହୋଇ ଯାଇଛି । ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଧାନ ସହ ଜଳିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ

ସୂଚନାମୁତାବକ, ନଅଣସାହିର ଅଞ୍ଜନ ବେହେରା ଚାଷ ଜମିରୁ ଟ୍ରାକ୍ଟରରେ ଧାନ ବୋଝେଇ କରି ଆଣୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.