ETV Bharat / state

ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଦିବ୍ୟାଙ୍ଗ ପରିବାର - District Collectors Office

ଦୀର୍ଘ ଦିନ ଧରି ବହୁ କଷ୍ଟରେ ଦିବ୍ୟାଙ୍ଗ ପରିବାର ଅର୍ଦ୍ଧ ନିର୍ମିତ ଘରେ ବସବାସ କରୁଥିବାବେଳେ ଏବେ ଦାଉ ସାଧିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଦିବ୍ୟାଙ୍ଗ ପରିବାର

author img

By

Published : Aug 21, 2021, 4:13 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାନପୁର ଗାଁ ନିବାସ ସାହିରେ ପ୍ରଶାସନ ପକ୍ଷରୁ ଗତ ୧୭ ତାରିଖ ଦିନ ଗୋଚର ଜମିରେ ନିର୍ମାଣ ହୋଇଥିବା ତପନ ବେହେରାଙ୍କ ଘର ପ୍ରଶାସନ ପକ୍ଷରୁ ଜବରଦଖଲ କରି ଉଚ୍ଛେଦ କରାଯାଇଛି । ତେବେ ଦୀର୍ଘ ବର୍ଷ ଧରି ତପନ ବେହେରା ନିଜ ବୁଢ଼ୀମା , ପତ୍ନୀ ଓ ଦିବ୍ୟାଙ୍ଗ ପୁତ୍ରଙ୍କ ସହ ଏକ ଅର୍ଦ୍ଧ ନିର୍ମିତ ଇନ୍ଦିରାବାସ ଘରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଦିବ୍ୟାଙ୍ଗ ପରିବାର

ସେପଟେ ଗ୍ରାମବାସୀ ବିଭିନ୍ନ ସମୟରେ ତପନ ବେହେରାଙ୍କ ଘରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ । ତେବେ ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଶନିବାର ଜିଲ୍ଲା ଦିବ୍ୟାଙ୍ଗ ସଙ୍ଘ ଓ ଜାଗ ମୟୂରଭଞ୍ଜ ଜାଗ ସଙ୍ଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ତେବେ ଜବରଦଖଲ ଉଚ୍ଛେଦ ପରେ ଦିବ୍ୟାଙ୍ଗ ପୁଅଙ୍କ ସହ ବେସାହାରା ହୋଇଥିବା ପୁରା ଦିବ୍ୟାଙ୍ଗ ପରିବାରକୁ ଥଇଥାନ କରିବା ଦାବିରେ ଦୁଇ ସଙ୍ଗଠନଙ୍କ ସହ ପୁରା ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.