ETV Bharat / state

ଶ୍ବଶୁର ଘରକୁ ଫେରୁଥିବାବେଳେ ସଡକ ଦୁର୍ଘଟଣା, ବାଇକ ଚାଳକଙ୍କ ମୃତ୍ୟୁ

author img

By

Published : Aug 15, 2020, 9:24 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ମୁର୍ମୁ ଛକ ନିକଟରେ ଟାଟା ମ୍ୟାଜିକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି ।

ଶ୍ବଶୁର ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣା, ବାଇକ ଚାଳକଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ମୁର୍ମୁ ଛକ ନିକଟରେ ଟାଟା ମ୍ୟାଜିକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ବାଇକ ଚାଳକ ଜଣକ ବହଳଦା ଥାନା ବହଳଦା କଲୋନୀ ସାହିର ଡମ୍ବରୁ ଧର ମୁଖୀ ବୋଲି ଜଣାପଡିଛି।

ଡ୍ୟୁଟି ସାରି ଶଶୁର ଘର ଚମ୍ପାଉଦାକୁ ଯାଉଥିବାବେଳେ ରାଇରଙ୍ଗପୁର ଟାଉନ ଥାନା ମୁର୍ମୁ ଛକରେ ଟାଟା ମ୍ୟାଜିକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଡମ୍ବରୁଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡମ୍ବରୁ ବହଳଦା ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.