ETV Bharat / state

ଭାରପ୍ରାପ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୪ ଗିରଫ - ସାରସକଣା ଭାରପ୍ରାପ୍ତ ତହସିଲଦାର

ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ସାରସକଣା ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକ । ଏହି ମାମଲାରେ ପୋଲିସ ଆଜି 4 ଜଣଙ୍କୁ ଗିରଫ କରିଛି । ଆଗକୁ ପଢନ୍ତୁ...

Ready To Air
Ready To Air
author img

By

Published : Jan 31, 2020, 8:54 PM IST

ବାରିପଦା: ସାରସକଣା ତହସିଲର ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗତ ୨୯ ତାରିଖ ବିଳମ୍ବିତ ରାତ୍ରିରେ ସାରସକଣା ତହସିଲ ଅନ୍ତର୍ଗତ ଯମୁନାପାଳ-କୁମ୍ଭୀରମୁଣ୍ଡି ଠାରେ ବେଆଇନ ବାଲି ଚାଲାଣ ହେଉଥିବାର ଖବର ପାଇ ଭାରପ୍ରାପ୍ତ ତହସିଲଦାର ଏକ ସ୍କର୍ପିଅ ଗାଡିରେ ସେଠାରେ ପହଁଚିଥିଲେ । ଫଳରେ ସେଠାରେ ଉପସ୍ଥିତ ରହିଥିବା କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ ।

ଭାରପ୍ରାପ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୪ ଜଣଙ୍କୁ ଗିରଫ କଲା ପୋଲିସ

ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ ପାଣ୍ଡରା ଗ୍ରାମ ନିକଟରେ ୮ରୁ ୧୦ ଜଣ ଲୋକ ତହସିଲଦାରଙ୍କ ଗାଡିକୁ ଅଟକାଇ ଗାଡି ଭଙ୍ଗାରୁଜା କରିଥିଲେ । ଏହାସହ ଭାରପ୍ରାପ୍ତ ତହସିଲଦାର ଓ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ । ତେବେ ଏ ନେଇ ତହସିଲଦାର ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଆଜି ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ କେକେ ହରି ପ୍ରସାଦ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ସାରସକଣା ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକ ଙ୍କୁ ବାଲିମାଫିଆ ଙ୍କ ଆକ୍ରମଣ ଘଟଣା ୪ ଜଣଙ୍କୁ ଗିରଫ କଲା ଝାରପୋଖରିଆ ପୋଲିସ। Body:ମୟୁରଭଞ୍ଜ ଜିଲ୍ଲା ସାରସକଣା ତହସିଲ ର ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକଙ୍କୁ ବାଲି ମାଫିଆ ଙ୍କ ଆକ୍ରମଣ ଘଟଣା ରେ ଝାରପୋଖରିଆ ପୋଲିସ ୪ ଜଣଙ୍କୁ ଗିରଫ କରିଛି - ଗତ ୨୯ ତାରିଖ ବିଳମ୍ବିତ ରାତ୍ରିରେ ସାରସକଣା ତହସିଲ ଅନ୍ତର୍ଗତ ଯମୁନାପାଳ-କୁମ୍ଭୀରମୁଣ୍ଡି ଠାରେ ବେଆଇନ ବାଲି ଚାଲାଣ ହେଉଥିବାର ଖବର ପାଇ ଭାରପ୍ରାପ୍ତ ତହସିଲଦାର ଏକ ସ୍କର୍ପିଅ ଗାଡିରେ ସେଠାରେ ପହଂଚି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ ପାଣ୍ଡରା ଗ୍ରାମ ନିକଟରେ ୮ରୁ ୧୦ ଜଣ ଲୋକ ତହସିଲଦାରଙ୍କ ଗାଡିକୁ ଅଟକାଇ ଗାଡି ଭଙ୍ଗାରୁଜା କରିବା ସହ ଭାରପ୍ରାପ୍ତ ତହସିଲଦାର ଓ ଡ୍ରାଇଭର ଙ୍କୁ ମାଡ଼ ମାରିଥିଲେ । ତେବେ ଏ ନେଇ ତହସିଲଦାର ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ ଝାରପୋଖରିଆ ପୋଲିସ ଘଟଣା ର ତଦନ୍ତ ଆଜି ୪ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ.ଡି.ପି.ଓ. କେକେ ହରିପ୍ରସାଦ
ବାଇଟ- କେକେ ହରିପ୍ରସାଦ- ଏସ.ଡି.ପି.ଓ.- ବାରିପଦାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.