ETV Bharat / state

ମାଉସୀ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି: ମହିଳା ଟାଣିବେ ମହାପ୍ରଭୁଙ୍କ ରଥ - ମହିଳାଙ୍କ ଦ୍ବାରା ରଥଟଣା ହୋଇ ମାଉସୀଙ୍କ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ରଥଯାତ୍ରାର ଦ୍ବିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ହେଉଛନ୍ତି ମହାପ୍ରଭୁ । ଆଜି ରାଇରଙ୍ଗପୁରରେ ମହିଳାଙ୍କ ଦ୍ବାରା ରଥଟଣା ହୋଇ ମାଉସୀଙ୍କ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢ଼ନ୍ତୁ

ratha yatra in rairangpur
ମହିଳାଙ୍କ ଦ୍ବାରା ରଥଟଣା ହୋଇ ମାଉସୀଙ୍କ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି
author img

By

Published : Jul 2, 2022, 4:06 PM IST

Updated : Jul 2, 2022, 4:26 PM IST

ରାଇରଙ୍ଗପୁର: ଆଜି ପବିତ୍ର ରଥଯାତ୍ରାର ଦ୍ବିତୀୟ ଦିନ । ଆଜି ରଥରେ ମାଉସୀଙ୍କ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ମହିଳାଙ୍କ ଦ୍ବାରା ରଥ ଟଣା ହୋଇ ମାଉସୀଙ୍କ ଘରକୁ ଯିବେ ତିନି ଠାକୁର ।

ମହିଳାଙ୍କ ଦ୍ବାରା ରଥଟଣା ହୋଇ ମାଉସୀଙ୍କ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନ ଛାଡି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆଜି ରଥାରୂଢ଼ ଦିଅଁଙ୍କ ପ୍ରାତଃକାଳରେ ଅବକାଶ, ମଙ୍ଗଳ ଆଳତୀ, ମୈଲମ, ଦ୍ଵାରପାଳ ପୂଜା, ସୂର୍ଯ୍ୟ ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରଥରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଦୀର୍ଘ ଦୁଇ ବର୍ଷପରେ ଭଗବାନଙ୍କ ଦର୍ଶନ କରିବାର ସଯୋଗ ପାଇଥିବାରୁ ଭକ୍ତମାନେ ଆନନ୍ଦିତ ଥିବା ଦେଖିବାକୁ ମିଳିଛି। ଗତକାଲି ପ୍ରଥମ ଦିନରେ ରଥଟଣା କାର୍ଯ୍ୟ ଅଧାରେ ରହିଥିବାବେଳେ ଆଜି ଅପରାହ୍ନ ୩ଟାରୁ ୩.୩୦ ସମୟ ମଧ୍ୟରେ ମହିଳା ମାନଙ୍କ ଦ୍ଵାରା ରଥ ଟଣା ହେବ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jul 2, 2022, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.