ETV Bharat / state

ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଚିକିତ୍ସାଳୟରେ ଉତ୍ତେଜନା - karanjia medical

କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଠେଲାପେଲା । ମୃତ ମହିଳା ଜଣଙ୍କ କରଞ୍ଜିଆ ୱାର୍ଡ ନମ୍ବର 5ର ମନ୍ଦାକିନୀ ସାହୁ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 23, 2019, 11:26 AM IST

ରାଇରଙ୍ଗପୁର: କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଠେଲାପେଲା । ରୋଗୀ ଅସୁସ୍ଥ ଥିବାରୁ ଡାକ୍ତରଖାନାକୁ ଆଣିଥିଲେ ସମ୍ପର୍କୀୟ । ତେବେ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ ଡାକ୍ତର । ଏପଟେ ସ୍ଥାନାନ୍ତରଣ ପାଇଁ ଡାକ୍ତର କହିଥିବାବେଳେ ସେପଟେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ମୃତକ ମହିଳା ଜଣଙ୍କ କରଞ୍ଜିଆ ୱାର୍ଡ ନମ୍ବର 5ର ମନ୍ଦାକିନୀ ସାହୁ ବୋଲି ଜଣାପଡିଛନ୍ତି । ଏହା ଚିକିତ୍ସା ଅବହେଳାଜନିତ ମୃତ୍ୟୁ ହୋଇଥିବା ଅଭିଯାଗ କରି ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ପଚାରିଥିଲେ । ତେବେ ଏହାକୁ ନେଇ ଡାକ୍ତର ଓ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଡାକ୍ତରଙ୍କୁ ଠେଲାପେଲା କରିଥିବା ଜଣାପିଡିଛି ।

ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନ୍ୟତ୍ର ବଦଳି କରିବା ସହ ମୃତକଙ୍କ ଦୁଇ ଶିଶୁ କନ୍ୟା ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଚିକିତ୍ସା ଅବହେଳାରେ ରୋଗୀ ମୃତ୍ୟୁ କୁ ନେଇ ମେଡିକାଲ ପରିସରରେ ଉତ୍ତେଜନା। ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଡ଼ାକ୍ତରଖାନାରେ ରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ କୁ ନେଇ ଉତ୍ତେଜନା। ମୃତ ମହିଳା ଜଣକ ହେଲେ କରଞ୍ଜିଆ ୱାର୍ଡ ନଂ ୦୫ ର ମନ୍ଦାକିନୀ ସାହୁ। ଏ ସମ୍ପର୍କରେ ଡାକ୍ତର ଙ୍କୁ କହିବାରୁ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଉତକ୍ଷିପ୍ତ ହଇ ଜନୈକ ରୋଗୀ ସମ୍ପର୍କୀୟଙ୍କୁ ପିଟିବାକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।ତେବେ ରୋଗୀ ସମ୍ପର୍କୀୟ ମଧ୍ୟ ଡକ୍ଟର ଲକ୍ଷ୍ମୀକାନ୍ତ ମହାନ୍ତ ଙ୍କୁ ମଧ ନିସ୍ତୁକ ପିଟିବା ପରି ଏକ ଅଭାବନୀୟ ଘଟଣା ମେଡିକାଲ ପରିସରରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ମେଡିକାଲ ପରିସରରେ ଠେଲାପେଲା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମେଡିକାଲରେ ଦିର୍ଘ ଦିନରୁ ଏପରି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ କରିବା ପରିବର୍ତେ ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଘଟଣା ଏବେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।ତେବେ ରୋଗୀଙ୍କ ସମ୍ପର୍କୀୟ ବର୍ତ୍ତମାନ ଡାକ୍ତର ଙ୍କ ବହିଷ୍କାର ଦାବି କରିବା ସହିତ ମେଡ଼ିକାଲ ଅଧିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ଦାବି କରିବା ସହିତ ମୃତ୍ୟୁକ ପରିବାର ଙ୍କୁ ଉଚିତ କ୍ଷତୀ ପୂରଣ ଯୋଗାଇବା ସହିତ ତାଙ୍କର ଦୁଇ ଶିଶୁ କନ୍ୟାଙ୍କୁ ମଧ୍ୟ ଥଇଥାନ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।ତେବେ ଯଦି ଏହାର ବତୀକର୍ମ ଦେଖିବା ପାଇଁ ମିଳେ ତେବେ ମେଡ଼ିକାଲ ରେ ଆହୁରି ଉତେଜନା ବଢ଼ିପାରେ ତେଣୁ ଏହାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ସୂଚନା ରହିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.