ETV Bharat / state

ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ - flag march

ଜିଲ୍ଲାରେ ଆସନ୍ତାକାଲି(ସୋମବାର) ନିର୍ବାଚନ ହେବାକୁ ଥିବାବେଳେ ପୋଲିସ ପକ୍ଷରୁ ବାରିପଦାରେ ଫ୍ଲାଗମାର୍ଚ୍ଚ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 28, 2019, 12:09 PM IST

ମୟୂରଭଞ୍ଜ: ଜିଲ୍ଲାରେ ଆସନ୍ତାକାଲି(ସୋମବାର) ନିର୍ବାଚନ ହେବାକୁ ଥିବାବେଳେ ପୋଲିସ ପକ୍ଷରୁ ବାରିପଦାରେ ଫ୍ଲାଗମାର୍ଚ୍ଚ କରାଯାଇଛି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ତଥା ଲୋକଙ୍କ ମନରେ ପୋଲିସ ପ୍ରତି ଭରସା ଓ ବିଶ୍ବାସକୁ ଅତୁଟ ରଖିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଥାଉକି, ଗତକାଲି (ଶନିବାର) ସନ୍ଧ୍ୟାରେ ୬ଟାରେ ଆରମ୍ଭ ହୋଇଥିବା ଏହି ଫ୍ଲାଗ୍‌ମାର୍ଚ୍ଚ ପ୍ରାୟ ୨ଘଣ୍ଟା ଧରି ଚାଲିଥିଲା । ଏହି ଫ୍ଲାଗ୍‌ମାର୍ଚ୍ଚ ଭଞ୍ଜପୁର, ଏମ୍ଏସ ଗୋଲେଇ, ବସ୍‌ଷ୍ଟାଣ୍ଡ ଓ ଲାଲବଜାର ଆଦି ସ୍ଥାନ ଅତିକ୍ରମ କରିଥିଲା । ସିଆର୍‌ପିଏଫ୍ ବାହିନୀଙ୍କ ସମେତ ୫ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏଥିରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.