ETV Bharat / state

ଗଛରେ ଚିତ୍ର ଆଙ୍କି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି - ଚିତ୍ରଶିଳ୍ପୀ ସମରେନ୍ଦ୍ର

ଗଛରେ ଚିତ୍ର ଆଙ୍କି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି । ଏଭଳି ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସମରେନ୍ଦ୍ର । ଅଧିକ ପଢନ୍ତୁ...

pays tribute to the two freedom fighters pictured on the tree in mayurbhanja
ଗଛରେ ଚିତ୍ରଆଙ୍କି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି
author img

By

Published : Jan 23, 2021, 10:49 PM IST

ବାରିପଦା: ଦୁଇ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ଆଜି(ଶନିବାର) ହେଉଛି ପବିତ୍ର ଜୟନ୍ତୀ । ଏହି ଅବସରରେ ମୟୂରଭଞ୍ଜର ସ୍ଵାମୀ ବିବେକାନନ୍ଦ ଶିକ୍ଷାଶ୍ରମ ଶିରିଷବଣି ସ୍କୁଲ ପରିସରରେ ଥିବା କୃଷ୍ଣଚୁଡା ଗଛରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସମରେନ୍ଦ୍ର। ସ୍କୁଲ ପରିସରରେ ଥିବା ଦୁଇଟି ଗଛରେ ଦୁଇଜଣ ଭାରତ ମାତାର ସନ୍ତାନ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଛବି ଆଙ୍କି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଗଛରେ ଚିତ୍ରଆଙ୍କି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି

ତେବେ ପୂର୍ବରୁ ଅନେକ ମହାପୁରୁଷଙ୍କ ଚିତ୍ର ଗଛରେ ଆଙ୍କି ଚର୍ଚ୍ଚାରେ ରହିଛନ୍ତି ମୟୂରଭଞ୍ଜ ଆଗଡା ଗାଁର ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା। ତେବେ ଗଛରେ ଚିତ୍ର ଆଙ୍କି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ସମରେନ୍ଦ୍ର। ଚିତ୍ରଶିଳ୍ପୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.