ETV Bharat / state

ବଜ୍ରାଘାତରେ ଜଣେ ମୃତ

ଗୁଳୁତା ଗ୍ରାମରେ ବଜ୍ରପାତ । ବଜ୍ରାଘାତରେ ଗ୍ରାମର କରୁଣାକର ମୁର୍ମୁ ମୃତ । ଘରେ ଖଟରେ ବସିଥିବା ସମୟରେ ବଜ୍ରାଘାତ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 6, 2019, 9:27 AM IST

ରାଇରଙ୍ଗପୁର: ଯାମଦା ଥାନା ଅନ୍ତର୍ଗତ ଗୁଳୁତା ଗ୍ରାମରେ ବଜ୍ରପାତ । ବଜ୍ରାଘାତରେ ଜଣେ ଯୁବକ ମୃତ । ଯୁବକ ଜଣଙ୍କ ସେହି ଗ୍ରାମର କରୁଣାକର ମୁର୍ମୁ । ଘରେ ଖଟରେ ବସିଥିବା ସମୟରେ ବଜ୍ରାଘାତ ହୋଇଥିବା ସୂଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ କରୁଣାକର ନିଜ ଘରେ ସ୍ତ୍ରୀ ଓ ଝିଅ ସହିତ ଖଟରେ ବସିଥିଲେ । ତେବେ ସେହି ସମୟରେ ଘଡଘଡି ବିଜୁଳି ମାରିବା ସହିତ ପ୍ରବଳ ବର୍ଷା ହୋଇଥିଲା । ହଠାତ ବଜ୍ରପାତ ହେବାରୁ କରୁଣାକର ସେହିଠାରେ ହିଁ ଅଚେତ ହୋଇଯାଇଥିଲେ । ତେବେ ତାଙ୍କୁ ଗାଡି ଯୋଗେ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ କରୁଣାକରଙ୍କ ସ୍ତ୍ରୀ ଓ ଦୁଇଟି ନାବାଳିକା ଝିଅ ଥିବା ଜଣାପଡିଛି । ତେବେ ଏ ନେଇ ଯାମଦା ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବଜ୍ରାଘାତ ଯୋଗୁଁ ଜଣେ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯାମଦା ଥାନା ଅଧିନରେ ଥିବା ବଡ଼ ଗୁଳୁତା ଗ୍ରାମରେ। ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ସେହି ଗ୍ରାମର ରାମଦାସ ମୁର୍ମୁ ଙ୍କ ପୁଅ କରୁଣାକର ମୁର୍ମୁ (୪୦)। ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ କରୁଣାକର ନିଜ ଘରେ ସ୍ତ୍ରୀ ଓ ଝିଅ ସହିତ ଏକ ଖଟରେ ବସିଥିଲେ। ତେବେ ସନ୍ଧ୍ୟା ସମୟରେ ଘଡଘଡି ବିଜୁଳି ମାରିବା ସହିତ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ହଠାତ ବଜ୍ରପାତ ହେବାରୁ କରୁଣାକର ସେହିଠାରେ ହିଁ ଅଚେତ ହୋଇ ଯାଇଥିଲେ। ତେବେ ତାଙ୍କୁ ଏକ ଗାଡ଼ି ଯୋଗେ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କରୁଣାକର ଙ୍କ ସ୍ତ୍ରୀ ଓ ଦୁଇଟି ନାବାଳିକା ଝିଅ ଥିବା ଜଣାପଡିଛି। ତେବେ ଏ ନେଇ ଯାମଦା ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.