ETV Bharat / state

ସିସିଟିଭି ସଜାଡୁ ସଜାଡୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଲିକ ମୃତ

author img

By

Published : Sep 8, 2020, 9:15 AM IST

ସ୍ଥାନୀୟ ବଡସାହି ବଜାରର ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ମୋବାଇଲ ଦୋକାନର ଘଟିଛି ଅଭାବନୀୟ ଘଟଣା । ଦୋକାନରେ ସିସିଟିଭି କ୍ୟାମେରା ସଜାଡିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

mayurbhanj latest news, man dies of electric shock in mayurbhanj, man dies of electric shock, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ବିଦ୍ୟୁତ ଆଘାତରେ ଯୁବକ ମୃତ, ବିଦ୍ୟୁତ ଆଘାତରେ ଯୁବକ ମୃତ
ସିସିଟିଭି ସଜାଡୁ ସଜାଡୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଲିକ ମୃତ

ବାରିପଦା: ସ୍ଥାନୀୟ ବଡସାହି ବଜାରର ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ମୋବାଇଲ ଦୋକାନର ଘଟିଛି ଅଭାବନୀୟ ଘଟଣା । ଦୋକାନରେ ସିସିଟିଭି କ୍ୟାମେରା ସଜାଡିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମାଲିକ । ଏହା ଦେଖି ଆଖପାଖର ଦୋକାନୀମାନେ ଆହତଙ୍କୁ ଉଦ୍ଧାର କରି ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ ମୃତକ ଜଣଙ୍କ ହେଉଛନ୍ତି ଖୁଣ୍ଟା ଥାନା ଅନ୍ତର୍ଗତ ଦେଶବନ୍ଧ ଗ୍ରାମର ଦିବ୍ୟଜ୍ୟୋତି ଜେନା । ସେ ସୋମବାର ନିଜ ମୋବାଇଲ ଦୋକାନରେ ସିସିଟିଭି କ୍ୟାମେରା ସଜାଡୁଥିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଦିବ୍ୟଜ୍ୟୋତିଙ୍କର ଏପରି ଅକାଳ ବିୟୋଗରେ ପରିବାରରେ ଶୋକର ଲହରୀ ଖେଳି ଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.