ETV Bharat / state

ହକ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ - ଶିମିଳିପାଳ

ଶିମିଳିପାଳ ଅଞ୍ଚଳକୁ Eco-sensitive Zone କରିବା ବାହାନାରେ ଆଦିବାସୀ ମାନଙ୍କୁ ଉଚ୍ଛେଦ କରାଯାଉଛି । ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୟୁରଭଞ୍ଜ ଜିଲ୍ଲାର ମୂଳନିବାସୀ ଆଦିବାସୀ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଜରିଆରେ ମୁଖ୍ୟମନ୍ତ୍ରୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : Oct 18, 2019, 2:23 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ହକ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଶିମିଳିପାଳ ଅଞ୍ଚଳକୁ Eco-sensitive Zone କରିବା ବାହାନାରେ ଆଦିବାସୀମାନଙ୍କୁ ଉଚ୍ଛେଦ କରାଯାଉଛି । ଏହି ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ବାରିପଦା ମଧୁବନପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଆଦିବାସୀ ନିଜର ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଜିଲ୍ଲା ପେସା ଗ୍ରାମସଭା କୋ-ଓଡିନେସନ କମିଟି ଡ଼ାକରାରେ ଏହି ବିରାଟ ଶୋଭାଯାତ୍ରା କରାଯାଇଛି । ଭାରତୀୟ ସମ୍ବିଧାନର ୫ମ ଅନୁସୂଚୀ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୨୮୫ ଗ୍ରାମର ଆଦିବାସୀ ମୂଳବାସୀମାନଙ୍କୁ ଶିମିଳିପାଳ ଅଞ୍ଚଳରୁ Eco-sensitive Zone ବାହାନାରେ ଉଚ୍ଛେଦ ବନ୍ଦ କରିବାକୁ ଦାବି କରିଛନ୍ତି ।

ଏକ ବିରାଟ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ନିଜର ଦାବି ପୂରଣ ନହେଲେ ଆଗାମୀ ଦିନରେ ନିଆଁ ଜଳିବ ବୋଲି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ ପ୍ରକାଶ କରିଛନ୍ତି ।

Intro:Body:ଭାରତୀୟ ସମ୍ବିଧାନର ୫ମ ଅନୁସୂଚୀ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୨୮୫ ଗ୍ରାମର ଆଦିବାସୀ ମୂଳବାସୀମାନଙ୍କୁ ଶିମିଳିପାଳ ଅଞ୍ଚଳରୁ Eco-sensitive Zone ବାହାନାରେ ଉଛେଦ ବନ୍ଦକରିବା ଦାବିରେ ଏକ ବିରାଟ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଛନ୍ତି।ବାରିପଦା ମଧୁବନପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଆଦିବାସୀ ନିଜର ଅଧିକାର ପାଇଁ ଜିଲ୍ଲା ପେସା ଗ୍ରାମସଭା କୋ-ଓଡିନେସନ କମିଟି ଡ଼ାକରାରେ ଆଜି ବିରାଟ ଶୋଭାଯାତ୍ରା ହୋଇଥିଲା। ନିଜର ଦାବି ପୂରଣ ନହେଲେ ନିଆଁ ଜଳିବ ବୋଲି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ ପ୍ରକାଶ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.