ETV Bharat / state

ନିର୍ବାଚନ ବନ୍ଦକୁ ନେଇ ଉଦଳା କଲେଜରେ ବିକ୍ଷୋଭ - ଉଦଳା କଲେଜରେ ବିକ୍ଷୋଭ

ଉଦଳା କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ଆଜି(ଗୁରୁବାର) କଲେଜର ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଥିଲେ ।

ନିର୍ବାଚନ ବନ୍ଦକୁ ନେଇ ଉଦଳା କଲେଜରେ ବିକ୍ଷୋଭ
author img

By

Published : Aug 29, 2019, 2:20 PM IST

ମୟୂରଭଞ୍ଜ: ଜିଲ୍ଲା ଉଦଳା କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ଆଜି(ଗୁରୁବାର) କଲେଜର ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ଏହାସହ ସେମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ ।

ନିର୍ବାଚନ ବନ୍ଦକୁ ନେଇ ଉଦଳା କଲେଜରେ ବିକ୍ଷୋଭ

କଲେଜରେ ନିର୍ବାଚନ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । କଲେଜର ଉନ୍ନତି ନିମନ୍ତେ ଛାତ୍ର ସଂସଦ ନିର୍ବାଚନ ଜରୁରୀ ଥିବାବେଳେ ମନ୍ତ୍ରୀ ଅରୁଣ ସାହୁ ଏକଛତ୍ରବାଦ ଶାସନ ଚଳାଇଥିବା କହିଥିଲେ ।

ତେବେ ଛାତ୍ର ସଂସଦ ନିର୍ବାଚନ କରା ନଗଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ନର୍ବାଚନ ବନ୍ଦ ହେବାକୁ ନେଇ ତାତିଛନ୍ତି ଛାତ୍ର ଛାତ୍ରୀ । ଯାହାକୁ ବିରୋଧ କରି କଲେଜ ମୁଖ୍ଯ ଫାଟକରେ ତାଲ। ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉଦଳା କଲେଜର ଛାତ୍ରଛାତ୍ରୀ ।

Body:ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଛନ୍ତି ଛାତ୍ର ଛାତ୍ରୀ । ଆଜି କ ଲେଜର ଛାତ୍ରଛାତ୍ରୀମାନେ କଲେଜର ମୂଖ୍ୟ ଫାଟକରେ ତାଲା ପକାଇବା ସହିତ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀମାନେ କଲେଜ
ସମ୍ମୁଖରେ ବିକ୍ଷୋଭ କରିବା ସହିତ ମନ୍ତ୍ରୀ ଅରୁଣ ସାହୂ ଏକଛତ୍ରବାଦ ଶାସନ ଚଳାଇଛନ୍ତି ବୋଲି କହିଛନ୍ତି । ଏହା ସହିତ କଲେଜ ନିର୍ବାଚନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । କଲେଜର ଉନ୍ନତି ନିମନ୍ତେ ଛାତ୍ରସଂସଦ ନିର୍ବାଚନ ଜରୂରୀ ଥୁବା ବେଳେ ମନ୍ତ୍ରୀ ଅରୂଣ ସାହ୍ଧ ଏକଛତ୍ରବାଦ ଶାସନ ଚଳାଇ ଏହାକୁ ବନ୍ଦ କରିଥୁବା ବେଳେ ଛାତ୍ରଛାତ୍ରୀମାନେ ଏହାକ୍ର
ବିରୋଧ କରି ଆଜି ଏହି ବିକ୍ଷୋଭ କରିଛନ୍ତି । ତେବେ ଛାତ୍ର ସଂସଦ ନିର୍ବାଚନ କରା ନ ଗଲେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ
ଦେଇଛନ୍ତି ।

ବାଇଟ୍‌ ୧ -- ତାପସ କୁମାର ବେହେରା ( କଲେଜ ଛାତ୍ର)

ବାଇଟ୍‌ ୨ ¬ ଜ୍ୟୋତିପ୍ରକାଶ କର (ଛାତ୍ର)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.