ETV Bharat / state

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ, ସିସିଟିଭି ଆଧାରରେ ଯାଞ୍ଚ କରୁଛି ପୋଲିସ

ସ୍ପଷ୍ଟ ଦିବାଲୋକରେ ଚାଲିଛି ଲୁଟ । ପରିବା ହାଟ ପାଖରୁ ବାଇକ ଡିକି ଭାଙ୍ଗି୨ ଲକ୍ଷ ୬୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 15, 2019, 10:01 PM IST

ବାରିପଦା: ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୃଷକ ବଜାର ନିକଟରେ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜଣେ ଶିକ୍ଷକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ଶିକ୍ଷକ ଜଣଙ୍କ ହେଲେ ସୁଶୀଲ କୁମାର ପୃଷ୍ଟି । ସେ ଭୁଡୁରୁବଣି ଅଞ୍ଚଳରେ ବାସକରନ୍ତି । ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ବାଟରେ ହାଟରୁ ପରିବା କିଣୁଥୁବା ବେଳେ ତାଙ୍କ ବାଇକ ଡିକି ଭାଙ୍ଗି ୨ ଲକ୍ଷ ୬୫ ହଜାର ଟଙ୍କା ଦୁର୍ବୁତ୍ତମାନେ ଲୁଟିନେଇଥିଲେ ।

ଖବରପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିୟନ୍ତ୍ରୀତ ବଜାର କମିଟିରେ ଲାଗିଥୁବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ବାଟରେ ପରିବା ହାଟରେ ପରିବା କିଣୁଥୁବା ବେଳେ ବାଇକ୍‌ ଡିକି ଭାଙ୍ଗି ଜଣେ ଶିକ୍ଷକଙ୍କ ନିକଟରୁ ୨ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି । ସ୍ରଷ୍ଟ ଦିବାଲୋକରେ ଏପରି ଲୁ ଟ୍‌ ହୋଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା କୃଷକ ବଜାର ନିକଟରେ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ଭୁଡୁରୁବଣି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ବାଟରେ ପରିବା ହାଟରେ ପରିବା କିଣୁଥୁବା ବେଳେ ବାଇକ୍‌ ଡିକି ଭାଙ୍ଗି ଜଣେ ଶିକ୍ଷକଙ୍କ ନିକଟରୁ ୨ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି । ସ୍ରଷ୍ଟ ଦିବାଲୋକରେ ଏପରି ଲୁ ଟ୍‌ ହୋଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା କୃଷକ ବଜାର ନିକଟରେ । Body:ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ଭୁଡୁରୁବଣି ଅଂଚଳରେ ରହୁଥୁବା ଶିକ୍ଷକ ସୁଶୀଲ କୂମାର ପୃଷ୍ଟି ଉଦଳା ଷ୍ଟେଟ ବ୍ୟାଙ୍କରୁ ଚେକ ଯୋଗେ ୩ ଲକ୍ଷ ଟଙ୍କା ଉଠାଇଥୁଲେ । ଟଙ୍କା ଉଠାଇ ପ୍ରଥମେ ଫଳ ବଜାର ନିକଟରେ ଜଣେ ବ୍ୟକ୍ତଙ୍କୁ ୩୫ ହଜାର ଟଙ୍କା ଦେବା ପରେ ପରିବା କିଣିବା
ନିମନ୍ତେ ଉଦଳା କୃଷକ ବଜାରକୂ ଆସିଥୁଲେ । ସେଠାରେ ସେ ବାଇକ ରଖୀ ପରିବା କିଣୁଥୁବା ବେଳେ
୪ ଜଣ ଯୁ ବକ ୨ ଗୋଟି ବାଇକରେ ଆସି ଶିକ୍ଷକଙ୍କ ବାଇକ ଡିକି ଭାର୍ଙ୍ଗ ଟଙ୍କା ଲୁଟି ନେଇଥିଲେ। ପରିବା କିଣି ଶିକ୍ଷକ ସୃଶୀଲ ପୃଷ୍ଟି ଗାଡି ପାଖକୁ ଆସିଥିବା ବେଳେ ତାଙ୍କ ଗାଡିର ଡିକିଭଙ୍ଗା ଯାଇଥୁବା ଏବଂ ସେଥୁରେ ଥୁବା ଟଙ୍କା ଲୂୃଟ୍‌ ହୋଇଯାଇଥୁବା ଜାଣିବାକୁ ପାଇଥୁଲେ । ଏ ନେଇ ଖବର ପାଇବା ପରେ ଉଦଳା ପୋଲିସ ଘଟଣା ସ୍ଥଳରେରେ ପହଂଚି ନିୟନ୍ଥ୍ରିତ ବଜାର କମିଟିରେ ଲାଗିଥୁବା ସିସିଟିଭି ଫୁଟେଜକୁ ଯାଂଚ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ସ୍ପଷ୍ଟ ଦିବାଲୋକରେ ଜନଗହଳିସ୍ଫାନରୂ ଏପରି ଲୁଟ୍‌ ହେବା ଘଟଣାକୂ ନେଇ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉ ପରେ ଅଙ୍ଗୁଳିନିର୍ଦ୍ଦେଶ ହୋଇଛି ।ପ୍ରଥମେ ଫଳ ବଜାର ନିକଟରେ ଜଣେ ବ୍ୟକ୍ତଙ୍କୁ ୩୫ ହଜାର ଟଙ୍କା ଦେବା ପରେ ପରିବା କିଣିବାନିମନ୍ତେ ଉଦଳା କୃଷକ ବଜାରକୂ ଆସିଥୁଲେ । ସେଠାରେ ସେ ବାଇକ ରଖୀ ପରିବା କିଣୁଥୁବା ବେଳେ୪ ଜଣ ଯୁ ବକ ୨ ଗୋଟି ବାଇକରେ ଆସି ଶିକ୍ଷକଙ୍କ ବାଇକ ଡିକି ଭାର୍ଙ୍ଗ ଟଙ୍କା ଲୁଟି ନେଇଥିଲେ। ପରିବା କିଣି ଶିକ୍ଷକ ସୃଶୀଲ ପୃଷ୍ଟି ଗାଡି ପାଖକୁ ଆସିଥିବା ବେଳେ ତାଙ୍କ ଗାଡିର ଡିକି ଭଙ୍ଗା ଯାଇଥୁବା ଏବଂ ସେଥୁରେ ଥୁବା ଟଙ୍କା ଲୂୃଟ୍‌ ହୋଇଯାଇଥୁବା ଜାଣିବାକୁ ପାଇଥୁଲେ । ଏ ନେଇ ଖବର ପାଇବା ପରେ ଉଦଳା ପୋଲିସ ଘଟଣା ସ୍ଥଳରେରେ ପହଂଚି ନିୟନ୍ଥ୍ରିତ ବଜାର କମିଟିରେ ଲାଗିଥୁବା ସିସିଟିଭି ଫୁଟେଜକୁ ଯାଂଚ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ସ୍ପଷ୍ଟ ଦିବାଲୋକରେ ଜନଗହଳିସ୍ଫାନରୂ ଏପରି ଲୁଟ୍‌ ହେବା ଘଟଣାକୂ ନେଇ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉ ପରେ ଅଙ୍ଗୁଳିନିର୍ଦ୍ଦେଶ ହୋଇଛି ।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.