ETV Bharat / state

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ । ଟ୍ରକ ଡ୍ରାଇଭର ଓ ହେଲପର୍‌ ଗିରଫ । ଅଧିକ ପଢନ୍ତୁ

author img

By

Published : Jun 7, 2022, 3:30 PM IST

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ
କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ରାଜାବସା ଅଞ୍ଚଳରୁ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ(Kendu Leaves Laden Truck Seized) । ଟ୍ରକଟି ସମ୍ବଲପୁରରୁ କଲିକତା ଅଭିମୁଖେ ଯାଉଥିଲା । ଏନେଇ ଖବର ପାଇ ରାଜାବସା ଗ୍ରାମ ନିକଟ ୪୯ ନଂ ଜାତୀୟ ରାଜପଥରେ ବିଶୋଇ ବନ ବିଭାଗ ଚଢାଉ କରିଛି । ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର୍ ଗିରଫ ହୋଇଛନ୍ତି ।

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

ଗିରଫ ଟ୍ରକ ଚାଳକ ସମ୍ବଲପୁର ମୋତିଝରଣ ଗ୍ରାମର ଏମଡି ଖୁରସିଦ ଓ ହେଲପର ଜଣକ ଉତ୍ତରପ୍ରଦେଶର ଧନଞ୍ଜୟ ପ୍ରସାଦ ବୋଲି ପରିଚୟ ମିଳିଛି । ଜବତ କେନ୍ଦୁପତ୍ରଗୁଡିକର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା ହେବ ବୋଲି ବିଶୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.