ETV Bharat / state

ବାଲି ଚୋରା ଚାଲାଣ ବେଳେ ୩ ଟ୍ରାକ୍ଟର ଜବତ - mayurbhanj news

କରଞ୍ଜିଆ ତହସିଲଦାର ଚିତ୍ରପୋଷୀ ବାଲିଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ସମୟରେ ତିନୋଟି ଟ୍ରାକ୍ଟର ଜବତ । ପୋଲିସ ଟ୍ରାକ୍ଟର ଗୁଡିକୁ କରଞ୍ଜିଆ ଥାନାରେ ଅଟକ ରଖିଥିବା ବେଳେ ଚାଳକ ମାନେ ଫେରାର ହୋଇଯାଇଛନ୍ତି ।

karanjia-tahasildar-seize-3-sand-chalan-tractor-
ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 30, 2019, 10:54 PM IST

ରାଇରଙ୍ଗପୁର: ଚୋରା ବାଲି ଚାଲାଣ ବେଳେ ତିନି ଟ୍ରାକ୍ଟର ଜବତ । କରଞ୍ଜିଆ ତହସିଲଦାର ଚିତ୍ରପୋଷୀ ବାଲିଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ସମୟରେ ତିନୋଟି ଟ୍ରାକ୍ଟର ଜବତ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚିତ୍ରପୋଷୀ ଗ୍ରାମରେ ଥିବା ବାଲି ଘାଟରୁ ବେଆଇନ ଭାବେ ୩ ଟି ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ । ଏହାପରେ କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ ଏବଂ ତାଙ୍କ ଟିମ ସହିତ କରଞ୍ଜିଆ ପୋଲିସ ସହାୟତାରେ ୩ଟି ଟ୍ରାକଟରକୁ ଚିତ୍ରପୋଷୀ ବାଲିଘାଟ ନିକଟସ୍ଥ ଅସନବଣି ଗ୍ରାମ ଭିତରୁ ଧରିଛନ୍ତି । ଟ୍ରାକ୍ଟର ର ନଂ OD09D5124 ଥିବା ବେଳେ, ଅନ୍ୟ ଦୁଇ ଟ୍ରାକ୍ଟର ନମ୍ବର ବିହୀନ ନିଉ ହଲାଣ୍ଡ ଟ୍ରାକ୍ଟରକୁ ଜବତ କରି ପୋଲିସ ସହାୟତାରେ କରଞ୍ଜିଆ ଥାନାକୁ ଆଣି ଅଟକ ରଖିଛି।

ସୂଚନା ଅନୁଯାୟୀ ଚିତ୍ରପୋଷୀ ବାଲିଘାଟକୁ ରାସ୍ତା ନଥିବା ଏବଂ ରାସ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ରହିଛି । ରାସ୍ତାକୁ ନେଇ ସମାଧାନ ହୋଇ ପାରୁନଥିବା ବେଳେ ବାଲି ଚୋରା ଚାଲାଣ ଗ୍ରାମବାସୀଙ୍କ ସହାୟତାରେ ଏମିତି ପ୍ରତ୍ୟେକ ଦିନ ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ପୋଲିସ ଟ୍ରାକ୍ଟର ଗୁଡିକୁ କରଞ୍ଜିଆ ଥାନାରେ ଅଟକ ରଖିଥିବା ବେଳେ ଚାଳକ ମାନେ ଫେରାର ହୋଇଯାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଚିତ୍ରପୋଷୀ ବାଲିଘାଟ ରୁ ଚୋରା ରେ ବାଲି ଚାଲାଣ ହେଉଥିବା ସମୟରେ ତିନୋଟି ଟ୍ରାକ୍ଟର ଜବତ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚିତ୍ରପୋଷୀ ଗ୍ରାମରେ ଥିବା ବାଲି ଘାଟ ରୁ ବେଆଇନ ଭାବେ ୩ ଟି ଟ୍ରାକ୍ଟର ରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, ଏବଂ ତାଙ୍କ ଟିମ ସହିତ କରଞ୍ଜିଆ ପୋଲିସ ସହାୟତାରେ ୩ ଟି ଟ୍ରାକଟର କୁ ଚିତ୍ରପୋଷି ବାଲିଘାଟ ନିକଟସ୍ଥ ଅସନବଣି ଗ୍ରାମ ଭିତରୁ ଧରିଥିବା ବେଳେ ଗୋଟେ ଟ୍ରାକ୍ଟର ର ନଂ OD09D5124 ଥିବା ବେଳେ, ଅନ୍ୟ ଦୁଇ ଟ୍ରାକ୍ଟର ନମ୍ବର ବିହୀନ ନିଉ ହଲାଣ୍ଡ ଟ୍ରାକଟର କୁ ଜବତ କରି ପୋଲିସ ସହାୟତାରେ କରଞ୍ଜିଆ ଥାନାକୁ ଆଣି ଅଟକ ରଖିଛି। ସୂଚନା ଅନୁଯାୟୀ ଚିତ୍ରପୋଷୀ ବାଲିଘାଟ କୁ ରାସ୍ତା ନଥିବା ଏବଂ ରାସ୍ତା କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଥିବା, ଏବଂ ରାସ୍ତା କୁ ନେଇ ସମାଧାନ ହୋଇ ପାରୁନଥିବା ବେଳେ ବାଲି ଚୋରା ଚାଲାଣ ଗ୍ରାମବାସୀଙ୍କ ସହାୟତା ରେ ଏମିତି ପ୍ରତ୍ୟେକ ଦିନ ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା କିନ୍ତୁ ଆଜି ଖବର ପାଇ କରଞ୍ଜିଆ ତହସିଲଦାର ଏବଂ ଟିମ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧରିଥିଲେ ଏବଂ ପୋଲିସ କୁ ହସ୍ତାନ୍ତର କରିଥିଲେ, ପୋଲିସ ଟ୍ରାକଟର ଗୁଡିକୁ କରଞ୍ଜିଆ ଥାନା ରେ ଅଟକ ରଖିଥିବା ବେଳେ ଚାଳକ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.