ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀର ମୃତଦେହ ସହ ବନ୍ଦ କୋଠରୀରେ ଆଠ ଘଣ୍ଟା ବିତାଇଲା ସ୍ବାମୀ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ପୁଅ ବାପା ନାମରେ ଆଣିଛି ହତ୍ୟା ଅଭିଯୋଗ । ବେତନଟୀ ଥାନା କେନ୍ଦୁଛାଟିଆ ଖଡିଆ ସାହିରେ ଘଟିଛି ଘଟଣା ।
ଆତ୍ମହତ୍ୟା ନା ହତ୍ୟା ! ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ - ସ୍ତ୍ରୀର ମୃତ ଦେହ ଝୁଲନ୍ତା ଅବସ୍ଥା
ସ୍ତ୍ରୀର ମୃତଦେହ ସହ ବନ୍ଦ କୋଠରୀରେ ଆଠ ଘଣ୍ଟା ବିତାଇଲା ସ୍ବାମୀ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ପୁଅ ବାପା ନାମରେ ଆଣିଛି ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ..
![ଆତ୍ମହତ୍ୟା ନା ହତ୍ୟା ! ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ](https://etvbharatimages.akamaized.net/etvbharat/prod-images/768-512-7866878-535-7866878-1593703077868.jpg?imwidth=3840)
ସ୍ତ୍ରୀର ମୃତଦେହ ସହ କୋଠରୀରେ 8 ଘଣ୍ଟା ବନ୍ଦ ସ୍ୱାମୀ