ETV Bharat / state

ବିଶ୍ବକର୍ମା ପୂଜାରେ ମନ କିଣୁଛି ଗେଟ ୱେ ଅଫ ଇଣ୍ଡିଆ ତୋରଣ

author img

By

Published : Sep 18, 2019, 9:39 PM IST

ବିଶ୍ବକର୍ମା ପୂଜାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଗେଟ ୱେ ଅଫ ଇଣ୍ଡିଆ ତୋରଣ । ଉଦଳା ଠାରେ ଠିକାଦାର ସଂଘ ପକ୍ଷରୁ ଆୟୋଜିତ ବିଶ୍ବକର୍ମା ପୂଜା ମଣ୍ଡପରେ ଜମୁଛି ଲୋକଙ୍କ ଭିଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଜିଲ୍ଲାରେ ଧୂମଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା । ଏହି ଅବସରରେ ଉଦଳା ଠାରେ ନିର୍ମିତ ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ତୋରଣ ସମସ୍ତଙ୍କୁ ଆକର୍ଷିତ କରୁଛି । ଏହାକୁ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ ।

ମନ କିଣୁଛି ଗେଟ ୱେ ଅଫ ଇଣ୍ଡିଆ ତୋରଣ

ଜିଲ୍ଲାର କପ୍ତିପଦା ଉପଖଣ୍ଡ ଦେବଶିଳ୍ପୀଙ୍କ ଆଗମନରେ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବକର୍ମାଙ୍କ ପୂଜା ହୋଇଥିବା ବେଳେ ଉଦଳା ଠାରେ ଠିକାଦାର ସଂଘ ପକ୍ଷରୁ ଆୟୋଜିତ ବିଶ୍ବକର୍ମା ପୂଜା ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଠିକାଦାର ସଂଘ ପକ୍ଷରୁ ନିର୍ମାଣ ହୋଇଥିବା ତୋରଣ ଲୋକଙ୍କ ମନ ମୋହିଛି । ଯାହାକି ଚଳିତ ବର୍ଷ ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆର ତୋରଣ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି । ପୂର୍ବ ବର୍ଷ ରାମ ମନ୍ଦିର ତୋରଣ କରିଥିବା ଏହି ଠିକାଦାର ସଂଘ ଚଳିତ ବର୍ଷ ବିଶ୍ବକର୍ମା ପୂଜାର 14 ବର୍ଷ ପୂରଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:         ମୟୁରଭଞ୍ଜ ଜିଲ୍ଲା ରେ ଧୂମଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା | ଏହି ଅବସରରେ ଉଦଳା ଠାରେ ନିର୍ମିତ ବମ୍ବେ ଗେଟ ୱେ ଅଫ୍ ଇଣ୍ଡିଆର ତୋରଣ ସମସ୍ତଙ୍କ ମନକୂ ମୋହୁଛି | ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଧୂମଧାମରେ ପାଳିତ ହେଉଛି ବିଶୃକର୍ମା ପୂଜା | ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶୃକର୍ମାଙ୍କ ପୂଜା ହୋଇଥୁବା ବେଳେ ଉଦଳା ଠାରେ ଠିକାଦାର ସଂଘ ପକ୍ଷରୁ ଆଯୋଜିତ ବିଶୃକର୍ମା ପୂଜା ସମୟଙ୍କ ଆକର୍ଷଣର କେନ୍ଦୁବିନ୍ଦୁ ପାଲଟିଛି | କାରଣ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଠିକାଦାର ସଂଘ ପକ୍ଷରୂ ନିର୍ମାଣ ହୋଇଥୁବା ତୋରଣ ଲୋକଙ୍କ ମନ ମୋହୁଛି | ଯାହାକି ଚଳିତ ବର୍ଷ ମୂମାଇର ଗେଟ ୱେ ଅଫ୍ ଇଣ୍ଡିଆର ତୋରଣ ହୋଇଥିବା ବେଳେ ଏହାକୁ ଦେଖୁବା ନିମନ୍ତେ ଶ୍ରାଦ୍ଧଲୁଙ୍କ ସୂଅ ଛୁଟିଛି | ପୂର୍ବ ବର୍ଷ ରାମ ମନ୍ଦିର ତୋରଣ ହୋଇଥୁବା ବେଳେ ଚଳିତ ବର୍ଷ ଏହି ଠିକାଦାର ସଂଘର ୧୪ ବର୍ଷରେ ପହଂଚିଛି |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.